ବ୍ରହ୍ମପୁରର ପୂର୍ବତନ ମେୟରଙ୍କ ବିରୋଧରେ ଲାଗିଲା ଏନ୍‌ଏସ୍‌ଏ

Ordigital Desk
  • Published: Thursday, 22 March 2018
  • , Updated: 22 March 2018, 08:46 AM IST
<p>ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ବିରୋଧରେ ଲାଗିଲା ନ୍ୟାସନାଲ୍&zwnj; ସିକ୍ୟୁରିଟି ଆକ୍ଟ ( NSA)।&nbsp; ବ୍ରହ୍ମପୁର ଏସ୍&zwnj;ପିଙ୍କ ସୁପାରିସ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ NSA ଲାଗୁ କରାଯାଇଛି।</p> <p>ଗତ ଜାନୁୟାରୀ ୧୭ ତାରିଖରେ ଗୋସାଣୀ ନୂଆଗାଁ ପୋଲିସ ଶିବଶଙ୍କରଙ୍କୁ ତାଙ୍କ ବାସଭବନକୁ ଉଠାଇ ନେଇଥିଲା। ୧୮ ତାରିଖରେ ଗୋଳନ୍ଥରା ଥାନରେ ଏକ ଜମି ହଡ଼ପ ମାମଲାରେ ତାଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଥିଲା। ଏବେ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଛନ୍ତି। ପୂର୍ବରୁ ଶିବଶଙ୍କର ନାମରେ ଥିବା ବିଭିନ୍ନ ଅପରାଧର ୩୭ ମାମଲାରେ ସେ ଜାମିନ ପାଇଛନ୍ତି।</p>

Related story