ବ୍ରହ୍ମପୁର ବଡ଼ ମେଡିକାଲ କଲେଜରେ ବଢ଼ିଲା ଶହେ ଏମ୍‌ବିବିଏସ୍‌ ସିଟ୍

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ମେଡିକାଲ କଲେଜର ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ଆଉ ଶହେଟି  ସିଟ୍‌ ବୃଦ୍ଧି କରାଯାଇଛି। ସିଟ୍ ସଂଖ୍ୟା ବୃଦ୍ଧି ପାଇ ଏବେ ୨୫୦ରେ ପହଞ୍ଚିଛି। ସିଟ୍‌ ସଂଖ୍ୟା ବଢ଼ିବା ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଅବଗତ କରାଇଥିବା ସୂଚନା ମିଳିଛି। ପୂର୍ବରୁ ମେଡିକାଲ କାଉନସିଲର ଅଫ୍ ଇଣ୍ଡିଆର ଏକ ଟିମ୍‌ ଏମ୍‌କେସିଜି ପରିଦର୍ଶନ କରିବା ସହ ଏହାର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ।

MKCG

Rakesh Mallick
  • Published: Friday, 10 June 2016
  • , Updated: 10 June 2016, 10:44 AM IST

Related story