ନିୟମ ମାନିଲେନି, ନଦୀରେ ଖସିପଡ଼ିଲେ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ମନ୍ତେଇ ନଦୀ ଉପରେ ଯାଇଥିବା ରେଳ ଧାରଣାରୁ ଖସି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ବାରଣ ସତ୍ତ୍ୱେ ଯୁବକ ଜଣକ ରେଳ ଧାରଣା ଉପରେ ବାଇକରେ ଯାଉଥିବା ବେଳେ ନଦୀରେ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନଦୀରେ ନିଖୋଜ ଯୁବକଙ୍କୁ ଖୋଜୁଛନ୍ତି।

240

Rakesh Mallick
  • Published: Thursday, 16 March 2017
  • , Updated: 16 March 2017, 12:06 PM IST

Related story