ଭଦ୍ରକ: ଟ୍ରକ୍‌ରେ ପିଟି ହୋଇ ୨ ବାଇକ୍‌ ଆରୋହୀ ମୃତ

ଭଦ୍ରକ: ଗତକାଲି ରାତିରେ ଭଦ୍ରକ ଜିଲ୍ଲା ଚରମ୍ପାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସଂଜୟ କୁମାର ଗୋସ୍ୱାମୀ ଓ ଅଜୟ ସାମଲ ଗୁରୁତର ଆହତ ହୋଇଥିଲେ। ଆଜି ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କ ମୃତ୍ୟୁ ଘଟିଛି। ଛାତ୍ରା ଦ୍ୱୟ ବାଇକ୍‌ରେ ଯାଉଥିବାବେଳେ ଏକ ଟ୍ରକ୍‌ରେ ପିଟି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

bhadrak accident

Rakesh Mallick
  • Published: Tuesday, 03 January 2017
  • , Updated: 03 January 2017, 08:59 AM IST

ଭଦ୍ରକ: ଗତକାଲି ରାତିରେ ଭଦ୍ରକ ଜିଲ୍ଲା ଚରମ୍ପାରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସଂଜୟ କୁମାର ଗୋସ୍ୱାମୀ ଓ ଅଜୟ ସାମଲ ଗୁରୁତର ଆହତ ହୋଇଥିଲେ। ଆଜି ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କ ମୃତ୍ୟୁ ଘଟିଛି।

ଛାତ୍ରା ଦ୍ୱୟ ବାଇକ୍‌ରେ ଯାଉଥିବାବେଳେ ଏକ ଟ୍ରକ୍‌ରେ ପିଟି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

Related story