ଭଞ୍ଜନଗର: ବାଣ ବିସ୍ଫୋରଣରେ ୨ ମୃତ, ଜଣେ ଗୁରୁତର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଢିପାପଢାଲ ପଞ୍ଚାୟତ ଗୌଡିଆପଢାଲ ଗାଁରେ ଆଜି ବାଣ ବିସ୍ଫୋରଣ ଘଟି ଜଣେ ଯୁବତୀ ଓ ୫ବର୍ଷର ବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ପରେ ବାଣ ବ୍ୟବସାୟୀ ପ୍ରଦୀପ ସ୍ୱାଇଁ ଫେରାର ହୋଇଯାଇଛନ୍ତି । ବିସ୍ଫୋରଣ ପରେ ଘରେ ନିଆଁ ଲାଗି ଯିବା ପରେ ଭାଙ୍ଗି ଯାଇଥିଲା । ଖବର ପାଇ […]

bhanjanagar1

bhanjanagar1

Rakesh Mallick
  • Published: Wednesday, 02 September 2015
  • Updated: 02 September 2015, 04:04 PM IST

Sports

Latest News

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଢିପାପଢାଲ ପଞ୍ଚାୟତ ଗୌଡିଆପଢାଲ ଗାଁରେ ଆଜି ବାଣ ବିସ୍ଫୋରଣ ଘଟି ଜଣେ ଯୁବତୀ ଓ ୫ବର୍ଷର ବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ପରେ ବାଣ ବ୍ୟବସାୟୀ ପ୍ରଦୀପ ସ୍ୱାଇଁ ଫେରାର ହୋଇଯାଇଛନ୍ତି । ବିସ୍ଫୋରଣ ପରେ ଘରେ ନିଆଁ ଲାଗି ଯିବା ପରେ ଭାଙ୍ଗି ଯାଇଥିଲା । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।bhanjanagar

ମୃତା ଯୁବତୀ ଜଣଙ୍କ ହେଲେ ଜ୍ୟୋତ୍ସ୍ନା ସ୍ୱାଇଁ । ସେ ଯୁକ୍ତ ୩ରେ ପାଠପଢୁଥିବା ବେଳେ ବାଣ ବ୍ୟବସାୟୀ ପ୍ରଦୀପଙ୍କ ପାଖରେ କାମ କରୁଥିଲେ । ସେହିପରି ମୃତ ବାଳକ ସାଇ ସ୍ୱାଇଁ ପ୍ରଦୀପଙ୍କ ପୁତୁରା ବୋଲି ଜଣାପଡିଛି । ବାଣ ଭିଡା ଯାଉଥିବା ବେଳେ ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି । ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି । ପରେ ପୋଲିସ ବାଣ ବ୍ୟବସାୟୀଙ୍କ ଗୋଦାମ ଘରକୁ ପାଣି ମାରି ନିଷ୍କିୟ କରିଦେବା ସହ ଗୋଦାମ ଘରକୁ ସିଲ କରିଛି । ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇ ନ ଥିଲେ ବି ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ ହୋଇଛନ୍ତି । ଗାଁ ମଧ୍ୟରେ ଏପରି ବାଣ ଭିଡା ଯିବା ବେଆଇନ ଓ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଭଞ୍ଜନଗର ଆଇଆଇସି ଅଶ୍ୱନୀ କୁମାର ସାହୁ କହିଛନ୍ତି । ପୂର୍ବରୁ ଏପରି ଦୁଇ ଥର ଏପରି ବିସ୍ଫୋରଣ ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story