ଆଶା ଉଜ୍ଜଳ ହେଉଛି କୋଭିଡ୍‌ ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କରୋନାକୁ ପ୍ରତିହତ କରିବା ପାଇଁ ଉଦ୍ଦିଷ୍ଟ କୋଭିଡ୍ ଟିକା ଆଶା ଉଜ୍ଜଳ ହେବାରେ ଲାଗିଛି । ଏସବୁ ଭିତରେ ଭାରତ ବାୟୋଟେକର କୋଭାକ୍ସିନ୍ ନୂଆ ସମ୍ଭାବନା ସୃଷ୍ଟି କରିଛି। ଏହାର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ଥିବାରୁ ସବୁକିଛି ଯଦି ଠିକ୍‌ଠାକ୍ ଚାଲେ, ତେବେ ଫେବୃୟାରୀ ସୁଦ୍ଧା ଏହି ଟିକା ଉପଲବ୍ଧ ହୋଇପାରେ । ସେପଟେ ପ୍ରାଥମିକତା ଭିତ୍ତିରେ ୪ଟି ବର୍ଗର ୩୦ କୋଟି ଲୋକଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । […]

8909

8909

Tapas Behera
  • Published: Saturday, 07 November 2020
  • Updated: 07 November 2020, 07:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କରୋନାକୁ ପ୍ରତିହତ କରିବା ପାଇଁ ଉଦ୍ଦିଷ୍ଟ କୋଭିଡ୍ ଟିକା ଆଶା ଉଜ୍ଜଳ ହେବାରେ ଲାଗିଛି । ଏସବୁ ଭିତରେ ଭାରତ ବାୟୋଟେକର କୋଭାକ୍ସିନ୍ ନୂଆ ସମ୍ଭାବନା ସୃଷ୍ଟି କରିଛି। ଏହାର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ଥିବାରୁ ସବୁକିଛି ଯଦି ଠିକ୍‌ଠାକ୍ ଚାଲେ, ତେବେ ଫେବୃୟାରୀ ସୁଦ୍ଧା ଏହି ଟିକା ଉପଲବ୍ଧ ହୋଇପାରେ । ସେପଟେ ପ୍ରାଥମିକତା ଭିତ୍ତିରେ ୪ଟି ବର୍ଗର ୩୦ କୋଟି ଲୋକଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏସବୁ ଭିତରେ ଭୁବନେଶ୍ୱର ଉପକଣ୍ଠରେ ଭାରତ ବାୟୋଟେକ୍‌କୁ ଟିକା ପ୍ରସ୍ତୁତି କାରଖାନା ନିର୍ମାଣ ପାଇଁ ଅନୁମତି ପରେ ରାଜ୍ୟରେ ଟିକାକୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।

କରୋନା କଷ୍ଟବେଳେ ବଢୁଛି କୋଭିଡ୍ ଭ୍ୟାକ୍ସିନର ଆଶା । ମହାମାରୀକୁ ମୂଳୋତ୍ପାଟନ ପାଇଁ ଫେବ୍ରୁଆରୀ ସୁଦ୍ଧା ଦେଶବ୍ୟାପି ଆରମ୍ଭ ହୋଇପାରେ ଟିକାକରଣ ପ୍ରକ୍ରିୟା । କାରଣ ଚୂଡାନ୍ତ ପର୍ଯ୍ୟାୟରେ ଭାରତୀୟ ଭାକ୍ସିନ୍ କୋଭାକ୍ସିନର ପରୀକ୍ଷଣ। ଏହା ଯଦି ସଫଳ ହୁଏ ତେବେ ଫେବୃୟାରୀରୁ ଭାରତ ବାଇଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ । ପ୍ରାଥମିକତା ଭିତ୍ତିରେ ୪ଟି ବର୍ଗର ୩୦ କୋଟି ଲୋକଙ୍କୁ ଟିକାଦେବାକୁ ଯୋଜନା କରାଯାଇଛି। ସ୍ୱାସ୍ଥ୍ୟସେବା ସହ ଜଡ଼ିତ ଡାକ୍ତର, ନର୍ସ, ଆଶାକର୍ମୀ, ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭଳି ପ୍ରାୟ ୧ କୋଟି ଲୋକ ପ୍ରଥମ ବର୍ଗରେ ଅଛନ୍ତି। ସେହିପରି ଦ୍ୱିତୀୟ ବର୍ଗରେ ରହିଛନ୍ତି ୨ କୋଟି ଫ୍ରଣ୍ଟଲାଇନ ଓ୍ୱାର୍କର୍ସ । ଏହି ବର୍ଗରେ ଅଛନ୍ତି ମ୍ୟୁନିସିପାଲଟି କର୍ମୀ, ପୋଲିସ୍ ଓ ସେନା ବାହିନୀ । ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ ତୃତୀୟ ବର୍ଗରେ ସାମିଲ କରାଯାଇଛି। ଯାହାଙ୍କ ସଂଖ୍ୟା ପ୍ରାୟ ୨୬ କୋଟି । ବୟସାଧିକ୍ୟ କାରଣରୁ ସହଜରେ କରୋନା ସଂକ୍ରମଣର ଆଶଙ୍କା ଥିବାରୁ ପ୍ରାଥମିକତା ଭିତ୍ତିରେ ଏମାନଙ୍କୁ ଟିକା ଦିଆଯିବ। ସେହିପରି ଚତୁର୍ଥ ବର୍ଗରେ ଅଛନ୍ତି ୫୦ ବର୍ଷ ବୟସରୁ କମ୍ ବ୍ୟକ୍ତି, ଯେଉଁମାନେ କୋମ୍ଅର୍ବିଡିଟ୍ ବା ବିଭିନ୍ନ ରୋଗରେ ପୀଡ଼ିତ ଥିବେ ଏହି ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ।

ସେପଟେ ଆସନ୍ତା ସପ୍ତାହରୁ ସାରା ଦେଶରେ ୨୫ ହଜାରରୁ ଅଧିକ ଲୋକଙ୍କୁ ମନୋନୀତ କରି କୋଭାକ୍ସିନର ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ କରାଯିବ। ତାମଧ୍ୟରୁ ଭୁବନେଶ୍ୱର ସମ୍ ହସ୍ପିଟାଲରେ ଓଡ଼ିଶାର ପ୍ରାୟ ୨ ହଜାର ସ୍ବେଛାସେବୀଙ୍କଠାରେ ଟିକାର କରାଯିବ ହ୍ୟୁମାନ ଟ୍ରାଏଲ୍ । ନଭେମ୍ବର ୧୫ରୁ ଫେବୃୟାରୀ ୧୫ ମଧ୍ୟରେ ଏହି ପରୀକ୍ଷଣ କରାଯିବ। ଏହାକୁ ନେଇ ଉତ୍କଣ୍ଠା ଲାଗିରହିଥିବାବେଳେ ଓଡ଼ିଶାରେ କରୋନା ଭ୍ୟାକ୍ସିନ୍ ଉତ୍ପାଦନ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜଧାନୀ ଉପକଣ୍ଠ ଅନ୍ଧାରୁଅାରେ ୩ ଶହ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଟିକା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story