ଭଞ୍ଜନଗର ଉପକାରାଗାରରେ ୭ ଦିନିଆ ଯୋଗ ଶିବିର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପକାରାଗାରରେ ୭ ଦିନିଆ ଯୋଗ ଦିବସ ଅନୁଷ୍ଠିତ ହୋଇଛି। ସ୍ୱାମୀ ରବି ଶଙ୍କରଙ୍କ ପକ୍ଷରୁ ଏହି ଯୋଗ ଶିବିର ଆୟୋଜିତ ହୋଇଥିଲା। ରବି ଶଙ୍କରଙ୍କ ଶିଷ୍ୟମାନେ ଅନ୍ତେବାସୀମାନଙ୍କୁ ମାନସିକ ଓ ଶାରୀରିକ ସୁଖ ପାଇଁ ବିଭିନ୍ନ ଯୋଗ ଶିଖାଇଥିଲେ। ଅନ୍ୟପକ୍ଷରେ ଏହି ଉପକାରାଗାର ମଧ୍ୟରେ ପ୍ରାୟ ୩୦୦ ଶହ ଅନ୍ତେବାସୀ ରହୁଛନ୍ତି। ସେଥିମଧ୍ୟରୁ ଅନେକ ଅନ୍ତେବାସୀ ବିଭିନ୍ନ ହତ୍ୟା ଘଟଣାରେ ସଂପୃକ୍ତ। ସେମାନଙ୍କ ବିଚାର ଧାରାକୁ ପରିବର୍ତ୍ତନ କରିବା ପାଇଁ ଜେଲ୍ […]

jail

Rakesh Mallick
  • Published: Saturday, 18 July 2015
  • , Updated: 18 July 2015, 05:08 AM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପକାରାଗାରରେ ୭ ଦିନିଆ ଯୋଗ ଦିବସ ଅନୁଷ୍ଠିତ ହୋଇଛି। ସ୍ୱାମୀ ରବି ଶଙ୍କରଙ୍କ ପକ୍ଷରୁ ଏହି ଯୋଗ ଶିବିର ଆୟୋଜିତ ହୋଇଥିଲା। ରବି ଶଙ୍କରଙ୍କ ଶିଷ୍ୟମାନେ ଅନ୍ତେବାସୀମାନଙ୍କୁ ମାନସିକ ଓ ଶାରୀରିକ ସୁଖ ପାଇଁ ବିଭିନ୍ନ ଯୋଗ ଶିଖାଇଥିଲେ।

ଅନ୍ୟପକ୍ଷରେ ଏହି ଉପକାରାଗାର ମଧ୍ୟରେ ପ୍ରାୟ ୩୦୦ ଶହ ଅନ୍ତେବାସୀ ରହୁଛନ୍ତି। ସେଥିମଧ୍ୟରୁ ଅନେକ ଅନ୍ତେବାସୀ ବିଭିନ୍ନ ହତ୍ୟା ଘଟଣାରେ ସଂପୃକ୍ତ। ସେମାନଙ୍କ ବିଚାର ଧାରାକୁ ପରିବର୍ତ୍ତନ କରିବା ପାଇଁ ଜେଲ୍ ସୁପରିଟେଣ୍ଟ୍ ଏହି ଯୋଗ ଶିବିରକୁ ଆୟୋଜନ କରିଥିଲେ।

Related story