ଭିତରକନିକାରେ ୭୫ଟି କୁମ୍ଭୀରବସା ଚିହ୍ନଟ

ପଟ୍ଟାମୁଣ୍ଡାଇ: ଚଳିତବର୍ଷ ଭିତରକନିକା ଓ ତା’ ଆଖପାଖ ଅଞ୍ଚଳରୁ ୭୫ଟି କୁମ୍ଭୀର ବସା ଠାବ କରାଯାଇଛି। କନିକା ରେଞ୍ଜରେ ସର୍ବାଧିକ ୬୯, ରାଜନଗର ରେଞ୍ଜରେ ୫ଟି ଓ ମହାକାଳପଡ଼ା ରେଞ୍ଜରେ ଗୋଟିଏ ସ୍ଥାନ ଏହି ବସା ଚିହ୍ନଟ ହୋଇଥିବା ରାଜନଗର ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଗତବର୍ଷ ୬୮ଟି କୁମ୍ଭୀର ବସା ଠାବ କରାଯାଇଥିଲା। କୁମ୍ଭୀର ବସା ଓ ଅଣ୍ଡାର ସୁରକ୍ଷା ପାଇଁ ବନ ବିଭାଗ କର୍ମୀମାନଙ୍କୁ ନିୟୋଜନ କରାଯାଇଛି। ଏହି ସମୟରେ […]

kendrapda

Rakesh Mallick
  • Published: Saturday, 02 July 2016
  • , Updated: 02 July 2016, 04:13 PM IST

ପଟ୍ଟାମୁଣ୍ଡାଇ: ଚଳିତବର୍ଷ ଭିତରକନିକା ଓ ତା’ ଆଖପାଖ ଅଞ୍ଚଳରୁ ୭୫ଟି କୁମ୍ଭୀର ବସା ଠାବ କରାଯାଇଛି। କନିକା ରେଞ୍ଜରେ ସର୍ବାଧିକ ୬୯, ରାଜନଗର ରେଞ୍ଜରେ ୫ଟି ଓ ମହାକାଳପଡ଼ା ରେଞ୍ଜରେ ଗୋଟିଏ ସ୍ଥାନ ଏହି ବସା ଚିହ୍ନଟ ହୋଇଥିବା ରାଜନଗର ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଗତବର୍ଷ ୬୮ଟି କୁମ୍ଭୀର ବସା ଠାବ କରାଯାଇଥିଲା।

କୁମ୍ଭୀର ବସା ଓ ଅଣ୍ଡାର ସୁରକ୍ଷା ପାଇଁ ବନ ବିଭାଗ କର୍ମୀମାନଙ୍କୁ ନିୟୋଜନ କରାଯାଇଛି। ଏହି ସମୟରେ କୁମ୍ଭୀରମାନେ ହିଂସ୍ର ରହୁ ଥିବାରୁ ଭିତରକନିକା ଅଭୟ୍ୟାରଣ୍ୟ ନିକଟରେ ରହୁଥିବା ଲୋକମାନଙ୍କୁ ସତର୍କ  ରହିବାକୁ ସଚେତନ କରାଯାଉଛି ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି।

Related story