ଆଜିଠୁ ଖୋଲିଲା ଭିତରକନିକା ଅଭୟାରଣ୍ୟ

କେନ୍ଦ୍ରାପଡ଼ା(ପ୍ରବୀର ନାୟକ): ଆଜିଠୁ ଖୋଲିଲା ଭିତରକନିକା ଅଭୟାରଣ୍ୟ। ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଗତ ମେ’ ୧ ତାରିଖରୁ ଏହା ବନ୍ଦ ଥିଲା। ପ୍ରଜନନଋତୁ ଶେଷ ହୋଇଥିବାରୁ ଆଜିଠାରୁ ପର୍ଯ୍ୟଟକମାନେ ଭିତରକନିକା ଅଭୟାରଣ୍ୟରେ ବୁଲିବାର ସୁଯୋଗ ପାଇ ପାରିବେ। ଭିତରକନିକା ଅଞ୍ଚଳରେ ଲଗାଣ ବର୍ଷା ହେଉଥିବାରୁ ପର୍ଯ୍ୟଟକମାନଙ୍କ ସଂଖ୍ୟା କମ୍‌ ରହିଛି। ଭିତରକନିକା ଅଭୟାରଣ୍ୟ ଗତ ମେ’ ୧ରୁ ଜୁଲାଇ ୩୧ ତାରିଖ ଯାଏ ବନ୍ଦ ରହିଥିଲା। ପ୍ରାୟ ୩ ମାସ ହେବ ବନ୍ଦ ରହିବା କାରଣରୁ […]

bute

bute

Rakesh Mallick
  • Published: Wednesday, 01 August 2018
  • Updated: 01 August 2018, 10:07 AM IST

Sports

Latest News

କେନ୍ଦ୍ରାପଡ଼ା(ପ୍ରବୀର ନାୟକ): ଆଜିଠୁ ଖୋଲିଲା ଭିତରକନିକା ଅଭୟାରଣ୍ୟ। ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଗତ ମେ’ ୧ ତାରିଖରୁ ଏହା ବନ୍ଦ ଥିଲା।

ପ୍ରଜନନଋତୁ ଶେଷ ହୋଇଥିବାରୁ ଆଜିଠାରୁ ପର୍ଯ୍ୟଟକମାନେ ଭିତରକନିକା ଅଭୟାରଣ୍ୟରେ ବୁଲିବାର ସୁଯୋଗ ପାଇ ପାରିବେ। ଭିତରକନିକା ଅଞ୍ଚଳରେ ଲଗାଣ ବର୍ଷା ହେଉଥିବାରୁ ପର୍ଯ୍ୟଟକମାନଙ୍କ ସଂଖ୍ୟା କମ୍‌ ରହିଛି।

ଭିତରକନିକା ଅଭୟାରଣ୍ୟ ଗତ ମେ’ ୧ରୁ ଜୁଲାଇ ୩୧ ତାରିଖ ଯାଏ ବନ୍ଦ ରହିଥିଲା। ପ୍ରାୟ ୩ ମାସ ହେବ ବନ୍ଦ ରହିବା କାରଣରୁ ବନ୍ୟପ୍ରାଣୀ ପ୍ରେମୀ ଓ ପର୍ଯ୍ୟଟକମାନେ ଭିତରକନିକା ଯିବାରୁ ବଞ୍ଚିତ ହେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story