ଭଞ୍ଜନଗର: ବସ୍ ଓଲଟି ଜଣେ ମୃତ, ୨୦ ଆହତ

ଭଞ୍ଜନଗର: ଭଞ୍ଜନଗର-ଦଶପଲ୍ଲା ରାସ୍ତାର ତୁଳସୀପଲ୍ଲୀ ନିକଟରେ ଆଜି ଏକ ଯାତ୍ରୀବାହୀ ବସ୍ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଉମାଶଙ୍କର ନାମକ ଏହି ଯାତ୍ରୀବାହୀ ବସଟି ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରୁ ଦଶପଲ୍ଲା ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା।

b

Rakesh Mallick
  • Published: Friday, 08 April 2016
  • , Updated: 08 April 2016, 06:57 AM IST

Related story