ଭୁବନେଶ୍ୱର: ୮ ବୁଣାକାରଙ୍କୁ ବୟନ ଓ ହସ୍ତତନ୍ତ ବିଭାଗ ପକ୍ଷରୁ ସମ୍ୱର୍ଦ୍ଧନା

ଭୁବନେଶ୍ୱର: ଜାତୀୟ ସ୍ତରରେ ପୁରସ୍କାର ବିଜେତା ୮ଜଣ ବୁଣାକାରଙ୍କୁ ବୟନ ଓ ହସ୍ତତନ୍ତ ବିଭାଗ ପକ୍ଷରୁ ସମ୍ୱର୍ଦ୍ଧିତ କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣ ସନ୍ଥ କବୀର ପୁରସ୍କାର ପାଇଥିବା ବେଳେ ଅନ୍ୟ ୫ ଜଣ ଜାତୀୟ ପୁରସ୍କାର ପାଇଛନ୍ତି। ଏହି ବୁଣାକାର ମାନେ ୨୦୧୨ ପାଇଁ ପୁରସ୍କୃତ ହୋଇଛନ୍ତି। ବିଭାଗୀୟ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ବୁଣାକାରମାନଙ୍କୁ ଉତ୍ତରୀୟ ଓ ଫୁଲତୋଡା ଦେଇ ସମ୍ୱର୍ଦ୍ଧନା ଦେଇଥିଲେ ।

rain_kerala

rain_kerala

Rakesh Mallick
  • Published: Friday, 05 June 2015
  • Updated: 05 June 2015, 08:53 AM IST

Sports

Latest News

ଭୁବନେଶ୍ୱର: ଜାତୀୟ ସ୍ତରରେ ପୁରସ୍କାର ବିଜେତା ୮ଜଣ ବୁଣାକାରଙ୍କୁ ବୟନ ଓ ହସ୍ତତନ୍ତ ବିଭାଗ ପକ୍ଷରୁ ସମ୍ୱର୍ଦ୍ଧିତ କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣ ସନ୍ଥ କବୀର ପୁରସ୍କାର ପାଇଥିବା ବେଳେ ଅନ୍ୟ ୫ ଜଣ ଜାତୀୟ ପୁରସ୍କାର ପାଇଛନ୍ତି। ଏହି ବୁଣାକାର ମାନେ ୨୦୧୨ ପାଇଁ ପୁରସ୍କୃତ ହୋଇଛନ୍ତି। ବିଭାଗୀୟ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ବୁଣାକାରମାନଙ୍କୁ ଉତ୍ତରୀୟ ଓ ଫୁଲତୋଡା ଦେଇ ସମ୍ୱର୍ଦ୍ଧନା ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos