କୋଲକାତା ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥ ଜଣାଇଲେ ଭୁବନେଶ୍ୱର ଏମ୍ସ ଡାକ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗରେ ଡାକ୍ତର ଆନ୍ଦୋଳନର ନିଆଁ ଏବେ ଦେଶର ଅନ୍ୟସ୍ଥାନକୁ ବ୍ୟାପିବାରେ ଲାଗିଛି। ଓଡ଼ିଶା, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହାଇଦ୍ରାବାଦ ଓ ଦିଲ୍ଲୀ ସମେତ ଦେଶର ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଡାକ୍ତରଙ୍କ ପ୍ରତିବାଦ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ଆଜି ସକାଳେ ଭୁବନେଶ୍ୱର ଏମ୍ସର ରେସିଡେଣ୍ଟ ଡାକ୍ତର ସଂଘ ଆନ୍ଦୋଳନରେ ବସିଛି। ଫଳରେ ରୋଗୀ ସେବା ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି। ରୋଗୀ ଓ ତାଙ୍କ ସମ୍ପର୍କୀୟ ହସ୍ପିଟାଲ୍ ବାହାରେ ବହୁ ସମୟ […]

docter

docter

Jyoshna Pradhan
  • Published: Friday, 14 June 2019
  • Updated: 14 June 2019, 01:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗରେ ଡାକ୍ତର ଆନ୍ଦୋଳନର ନିଆଁ ଏବେ ଦେଶର ଅନ୍ୟସ୍ଥାନକୁ ବ୍ୟାପିବାରେ ଲାଗିଛି। ଓଡ଼ିଶା, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହାଇଦ୍ରାବାଦ ଓ ଦିଲ୍ଲୀ ସମେତ ଦେଶର ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଡାକ୍ତରଙ୍କ ପ୍ରତିବାଦ ଦେଖିବାକୁ ମିଳିଛି।

ପଶ୍ଚିମବଙ୍ଗର ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ଆଜି ସକାଳେ ଭୁବନେଶ୍ୱର ଏମ୍ସର ରେସିଡେଣ୍ଟ ଡାକ୍ତର ସଂଘ ଆନ୍ଦୋଳନରେ ବସିଛି। ଫଳରେ ରୋଗୀ ସେବା ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି। ରୋଗୀ ଓ ତାଙ୍କ ସମ୍ପର୍କୀୟ ହସ୍ପିଟାଲ୍ ବାହାରେ ବହୁ ସମୟ ଧରି ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି ।

ଆନ୍ଦୋଳନରେ ବସିଥିବା ଜଣେ ଡାକ୍ତର କହିଛନ୍ତି,“ଆମ ଦେଶର ବିଭିନ୍ନ ହସପିଟାଲରେ ଡାକ୍ତରଙ୍କୁ ମାଡ଼ ମରାଯାଉଥିବା ଘଟଣା ବଢ଼ିବାରେ ଲାଗିଛି, ଯାହା କି ଏହା ଲଜ୍ଜାଜନକ କଥା। ପଶ୍ଚିମବଙ୍ଗରେ ଯେଉଁ ଘଟଣା ଘଟିଛି, ତାହା ପୂର୍ବରୁ ମଧ୍ୟ ଘଟିଥିଲା। ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଫଳରେ ଡାକ୍ତର ଡ୍ୟୁଟି କରିବାକୁ ଗଲାବେଳେ ଡାକ୍ତରମାନେ ଭୟଭୀତ ହୋଇଯାଉଛନ୍ତି। ଯେଉଁ ପର୍ଯ୍ୟନ୍ତ ଦାବି ପୂରଣ ହୋଇନି ଆମେ କାର୍ଯ୍ୟ କରିବୁ ନାହିଁ।”

ସେହିପରି ଆଜି ଦିଲ୍ଲୀ ସ୍ଥିତ ଏମ୍ସ ଡାକ୍ତରମାନେ ଆନ୍ଦୋଳନକୁ ସମର୍ଥନ କରି ଦିନିକିଆ ଧାରଣା ଦେଉଛନ୍ତି। ଏଥିଯୋଗୁ ଆଉଟଡୋରରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି।

ଗତକାଲି  କଟକ ଏସସିବି ମେଡ଼ିକାଲ କଲେଜର ଛାତ୍ରଛାତ୍ରୀ ଓ ଓମସା ପକ୍ଷରୁ ପଶ୍ଚିମବଙ୍ଗ ଡାକ୍ତରଙ୍କ ଧାରଣାକୁ ସମର୍ଥନ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।  ହାଇଦ୍ରାବାଦ୍‌ରେ ବି ଡାକ୍ତରମାନେ ମୁଣ୍ଡରେ କପଡ଼ା ବାନ୍ଧି ପ୍ରତିକାତ୍ମକ ଆନ୍ଦୋଳନ କରିଛନ୍ତି ଓ ପ୍ରତିବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚେତାବନୀ ସତ୍ତ୍ୱେ ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତର ଆନ୍ଦୋଳନ ଜାରି ରଖିଛନ୍ତି। ଗତ ୧୦ରେ କୋଲକାତାର ଏକ ମେଡିକାଲରେ ଡାକ୍ତରଙ୍କୁ ଆକ୍ରମଣ ହୋଇଥିଲା। ଏହାର ପ୍ରତିବାଦ କରି ସେଠାରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story