ରାଜଧାନୀରେ ବାର୍‌ହା ଆତଙ୍କ: ୫ ଜଣ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବାର୍‌ହା ଆତଙ୍କ ଦେଖାଦେଇଛି। ଆଜି କଳିଙ୍ଗନଗର ଷ୍ଟୁଡିଅ ଛକ ନିକଟରେ ବାର୍‌ହା ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଶିଶୁ ଅଛନ୍ତି। ସମସ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ବନ ବିଭାଗ କର୍ମଚାରୀମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବାର୍‌ହାକୁ କାବୁ କରିଛି।

BARA

Rakesh Mallick
  • Published: Friday, 24 March 2017
  • , Updated: 24 March 2017, 03:09 PM IST

Related story