ବାତିଲ୍‌ ହେଲା କୋଣାର୍କ ଏକ୍ସପ୍ରେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ଭୁବନେଶ୍ୱର-ମୁମ୍ୱାଇ କୋଣାର୍କ ଏକ୍ସପ୍ରେସକୁ ବାତିଲ କରାଯାଇଛି। ତେବେ ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିବାକୁ ଥିବା  କୋଣାର୍କ ଏକ୍ସପ୍ରେସ ୨୨ ଘଣ୍ଟାରୁ ଅଧିକ ବିଳମ୍ୱରେ ଚାଲୁଛି। ତେଣୁ ଭୁବନେଶ୍ୱରରେ ଏହି ଟ୍ରେନ ପହଞ୍ଚିବାରେ ଅତ୍ୟଧିକ ବିଳମ୍ବ ହେଉଥିବାରୁ ଏହାକୁ ବାତିଲ କରି ଦିଆଯାଇଛି। ମହାରାଷ୍ଟ୍ରର ମୁମ୍ୱାଇରେ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରେଳଧାରଣା ଉପରେ ପାଣି ପ୍ରବାହିତ ହେବା ସହ ମାଟି ଧସିବା ଯୋଗୁ ଟ୍ରେନ୍ ଚଳାଚଳ […]

train

Jyoshna Pradhan
  • Published: Monday, 05 August 2019
  • , Updated: 05 August 2019, 12:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ଭୁବନେଶ୍ୱର-ମୁମ୍ୱାଇ କୋଣାର୍କ ଏକ୍ସପ୍ରେସକୁ ବାତିଲ କରାଯାଇଛି। ତେବେ ଆଜି ସକାଳେ ଭୁବନେଶ୍ୱରରେ ପହଞ୍ଚିବାକୁ ଥିବା  କୋଣାର୍କ ଏକ୍ସପ୍ରେସ ୨୨ ଘଣ୍ଟାରୁ ଅଧିକ ବିଳମ୍ୱରେ ଚାଲୁଛି। ତେଣୁ ଭୁବନେଶ୍ୱରରେ ଏହି ଟ୍ରେନ ପହଞ୍ଚିବାରେ ଅତ୍ୟଧିକ ବିଳମ୍ବ ହେଉଥିବାରୁ ଏହାକୁ ବାତିଲ କରି ଦିଆଯାଇଛି।

ମହାରାଷ୍ଟ୍ରର ମୁମ୍ୱାଇରେ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରେଳଧାରଣା ଉପରେ ପାଣି ପ୍ରବାହିତ ହେବା ସହ ମାଟି ଧସିବା ଯୋଗୁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି।

Related story