ଭୁବନେଶ୍ୱର: ୬୮ ତମ ରାଜ୍ୟସ୍ତରୀୟ ଏନ୍‌ସିସି ଦିବସ ଆୟୋଜିତ

ଭୁବନେଶ୍ୱର: ବିଜେପି କଲେଜ ପଡ଼ିଆରେ ୬୮ ତମ ରାଜ୍ୟସ୍ତରୀୟ ଏନ୍‌ସିସି ଦିବସ ଆୟୋଜିତ ହୋଇଯାଇଛି। ଏଥିରେ ଆର୍ମି ୱିଙ୍ଗ, ନାଭାଲ ୱିଙ୍ଗ, ଏୟାର ସ୍କ୍ୱାର୍ଡେନର କ୍ୟାଡରମାନେ ଭାଇ ନେଇଥିଲେ। ସମାରୋହରେ ପରେଡ, ଯୁଦ୍ଧ କୌଶଳ, ଏରୋ ମଡେଲିଂ ପରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ବର୍ଷସାରା ହୋଇଥିବା ବିଭିନ୍ନ ପ୍ରତିଯୋଗିତର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ncc

Rakesh Mallick
  • Published: Sunday, 27 November 2016
  • , Updated: 27 November 2016, 09:34 AM IST

ଭୁବନେଶ୍ୱର: ବିଜେପି କଲେଜ ପଡ଼ିଆରେ ୬୮ ତମ ରାଜ୍ୟସ୍ତରୀୟ ଏନ୍‌ସିସି ଦିବସ ଆୟୋଜିତ ହୋଇଯାଇଛି। ଏଥିରେ ଆର୍ମି ୱିଙ୍ଗ, ନାଭାଲ ୱିଙ୍ଗ, ଏୟାର ସ୍କ୍ୱାର୍ଡେନର କ୍ୟାଡରମାନେ ଭାଇ ନେଇଥିଲେ।

ସମାରୋହରେ ପରେଡ, ଯୁଦ୍ଧ କୌଶଳ, ଏରୋ ମଡେଲିଂ ପରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଏହି ଅବସରରେ ବର୍ଷସାରା ହୋଇଥିବା ବିଭିନ୍ନ ପ୍ରତିଯୋଗିତର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

Related story