ଭୁବନେଶ୍ୱର: ଠିକାଦାରୀକୁ ନେଇ ଗୁଳିକାଣ୍ଡ, ଜଣେ ମୃତ

ଭୁବନେଶ୍ୱର: ପାତ୍ରପଡା ଅଞ୍ଚଳରେ ଜଣେ ଠିକାଦାରଙ୍କୁ ଗିଳୁକରି ହତ୍ୟା କରାଯାଇଛି । ମୃତ ଠିକାଦାର ଜଣଙ୍କ ହେଲେ ଦିଲ୍ଲୀପ ନାୟକ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଠିକାଦାରୀଙ୍କୁ ନେଇ ମୃତ ଦିଲ୍ଲୀପ ଏବଂ ଅନ୍ୟତମ ଠିକାଦାର ରାଜୁ ବାରିକଙ୍କ ମଧ୍ୟରେ ବିବାଦ ଥିଲା। ଏହାକୁ କେନ୍ଦ୍ର କରି ଗୁରୁବାର ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲ॥ ଏଥିରେ ଉତ୍ତ୍ୟକ୍ତ ହୋଇ ରାଜୁ ଓ […]

gulikanda

Rakesh Mallick
  • Published: Thursday, 18 June 2015
  • , Updated: 18 June 2015, 10:19 AM IST

ଭୁବନେଶ୍ୱର: ପାତ୍ରପଡା ଅଞ୍ଚଳରେ ଜଣେ ଠିକାଦାରଙ୍କୁ ଗିଳୁକରି ହତ୍ୟା କରାଯାଇଛି । ମୃତ ଠିକାଦାର ଜଣଙ୍କ ହେଲେ ଦିଲ୍ଲୀପ ନାୟକ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଠିକାଦାରୀଙ୍କୁ ନେଇ ମୃତ ଦିଲ୍ଲୀପ ଏବଂ ଅନ୍ୟତମ ଠିକାଦାର ରାଜୁ ବାରିକଙ୍କ ମଧ୍ୟରେ ବିବାଦ ଥିଲା। ଏହାକୁ କେନ୍ଦ୍ର କରି ଗୁରୁବାର ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲ॥ ଏଥିରେ ଉତ୍ତ୍ୟକ୍ତ ହୋଇ ରାଜୁ ଓ ତାଙ୍କ ସହଯୋଗୀ ଦିଲ୍ଲୀପଙ୍କୁ ଗୁଳିମାରି ଫେରାର ହୋଇଯାଇଥିଲେ। ଏବେ ସେମାନଙ୍କୁ ଧରିବାକୁ ପୋଲିସ ତନାଘନା ଚଳାଇଥିବା କହିଛି ।

Related story