ଭୁବନେଶ୍ୱର ଟ୍ରେଜେରୀ ଅଫିସରେ ଲାଗିଗଲା ନିଆଁ

ଭୁବନେଶ୍ୱର: ଭୁବନେଶ୍ୱର ଟ୍ରେଜେରୀ ଅଫିସର ଚତୁର୍ଥ ମହଲାରେ ଆଜି ଅଗ୍ନିକାଣ୍ଡ ଘଟିଛି। ପ୍ରାଥମିକ ତଦନ୍ତରୁ ଏସିରେ ସଟ୍‌ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଆଜି ସକାଳେ ଚତୁର୍ଥ ମହଲାରେ ଧୂଆଁ ବାହାରୁଥିବା ଦେଖି ସୁରକ୍ଷା କର୍ମୀମାନେ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ଫଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡକୁ ଏଡାଇ ଦିଆଯାଇପାରିଛି। ଏହି ଅଗ୍ନିକାଣ୍ଡରେ ଦୁଇଟି ଏସି ଓ କିଛି ଚୟାର ପୋଡ଼ି ଯାଇଛି।

bhubaneswar treasere office

Rakesh Mallick
  • Published: Wednesday, 12 April 2017
  • , Updated: 12 April 2017, 09:47 AM IST

ଭୁବନେଶ୍ୱର: ଭୁବନେଶ୍ୱର ଟ୍ରେଜେରୀ ଅଫିସର ଚତୁର୍ଥ ମହଲାରେ ଆଜି ଅଗ୍ନିକାଣ୍ଡ ଘଟିଛି। ପ୍ରାଥମିକ ତଦନ୍ତରୁ ଏସିରେ ସଟ୍‌ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ଆଜି ସକାଳେ ଚତୁର୍ଥ ମହଲାରେ ଧୂଆଁ ବାହାରୁଥିବା ଦେଖି ସୁରକ୍ଷା କର୍ମୀମାନେ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ଫଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡକୁ ଏଡାଇ ଦିଆଯାଇପାରିଛି। ଏହି ଅଗ୍ନିକାଣ୍ଡରେ ଦୁଇଟି ଏସି ଓ କିଛି ଚୟାର ପୋଡ଼ି ଯାଇଛି।

Related story