ଜେଇ ମୀନକେତନ ରଥଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଡେଲାଙ୍ଗ କନିଷ୍ଠ ଯନ୍ତ୍ରୀ ମୀନକେତନ ରଥଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ମୀନ କେତନଙ୍କ ଖୋର୍ଦ୍ଧା ସ୍ଥିତ ବାସଭବନ ସହ ଅଫିସ ଓ ସମ୍ପର୍କୀୟଙ୍କ ଘରେ ମଧ୍ୟ ଏହି ଚଢ଼ାଉ ଜାରି ରହିଛି।  

vigilance

Rakesh Mallick
  • Published: Tuesday, 25 April 2017
  • , Updated: 25 April 2017, 12:12 PM IST

Related story