ନାଚ ଗୀତରେ ଜମିଲା‘ଭୁବନେଶ୍ୱର ପଥୋତ୍ସବ’

ଭୁବନେଶ୍ୱର: ନାଚ ଗୀତରେ ରାଜଧାନୀ ରାସ୍ତାରେ ଜମିଛି ‘ଭୁବନେଶ୍ୱର ପଥୋତ୍ସବ’। ଶୀତୁଆ ସକାଳରେ ଖେଳକୁଦ, ସ୍କେଟିଂ ଓ ସାଇକେଲିଂର ମଜା ନେଇଛନ୍ତି ଭୁବନେଶ୍ୱର ବାସୀ। ସେଲଫି ଜୋନରେ ଯୁବପୀଢ଼ୀଙ୍କ ଗହଳି ଦେଖିବାକୁ ମିଳିଥିଲା।ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ସଚେତନତା ବାର୍ତ୍ତା ନେଇ ବିଭିନ୍ନ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା।

bubanswer

Rakesh Mallick
  • Published: Sunday, 18 December 2016
  • , Updated: 18 December 2016, 11:52 AM IST

Related story