ଭୁବନେଶ୍ୱର: ଗୋ-ଏୟାର ବିମାନରେ ମାଡ଼ ହେଲା ପକ୍ଷୀ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ଆଜି ସକାଳେ ଗୋ-ଏୟାରର ଏକ ବିମାନ ଅବତରଣ କରୁଥିବା ବେଳେ ଏକ ପକ୍ଷୀ ଏଥିରେ ମାଡ଼ ହୋଇଥିଲା। ତେବେ ଦିଲ୍ଲୀରୁ ଆସିଥିବା ଏହି ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ବିମାନଟି ଅଳ୍ପକେ ଏକ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ପରେ ଏହା ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା।

go-air

Rakesh Mallick
  • Published: Thursday, 10 March 2016
  • , Updated: 10 March 2016, 06:25 AM IST

Related story