ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା : ଅଭିଯୁକ୍ତଙ୍କ ଗିରଫ ଦାବିରେ ୧୨ ଘଣ୍ଟିଆ ଗୁଣୁପୁର ବନ୍ଦ

ଗୁଣୁପୁର: ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାକୁ ରାୟଗଡା ଜିଲ୍ଲା ଗୁଣୁପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଆଜି ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଗୁଣୁପୁର ବନ୍ଦ କରାଯାଇଛି। ସଂଗଠନର କର୍ମୀମାନେ ବିଭିନ୍ନ ସ୍ଥାନରେ ଧାରଣା ଦେବା ସହ ରାସ୍ତାରୋକ କରିଛନ୍ତି। ଧର୍ମଘଟ ଯୋଗୁଁ ସହରରେ ଯାନବାହନ ଚଳାଚଳ ଓ ଦୋକାନ ବଜାର ମଧ୍ୟ  ବନ୍ଦ ରହିଛି।

gunpur

Rakesh Mallick
  • Published: Tuesday, 24 November 2015
  • , Updated: 24 November 2015, 08:11 AM IST

Related story