ଚପଲ ଫିଙ୍ଗା ଅଭିଯୋଗକୁ ଭିତ୍ତିହୀନ କହିଲେ ଅଶୋକ

ବରଗଡ଼ (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଗତକାଲି ଜଣଷ ଯୁବକ ଚପଲ ଫିଙ୍ଗିଥିଲା। ଏହି ଘଟଣାରେ ବିଜେଡିର ସମ୍ପୃକ୍ତି ଥିବା ଓ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପ୍ରରୋଚନାରେ ଏପରି କରାଯାଇଥିବା ବିଜେଡି ଅଭିଯୋଗ କରିଥିଲା। ଯାହାକୁ ଅଶୋକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଏପରି ଅଭିଯୋଗ ଭିତ୍ତିହୀନ। ଏଥିରେ କୌଣସି ସତ୍ୟତା ନାହିଁ।”

ସେ ଆହୁରି କହିଛନ୍ତି, “ଅଭିଯୁକ୍ତ କୁମ୍ଭାରୀ ଗାଁ କିମ୍ବା ବିଜେପୁର ନିର୍ବାଚନ ମଣ୍ଡଳୀର ନୁହଁ। ତା’ର ଫୋନ୍ କଲ୍  ରେକର୍ଡ ଯାଞ୍ଚ କଲେ ସବୁ ସ୍ପଷ୍ଟ ହୋଇଯିବ। ପୋଲିସ ସରକାରୀ ଦଳର ନିର୍ଦ୍ଦେଶରେ କାମ କରୁଛି। ଆସନ୍ନ ପରାଜୟ ପାଇଁ ବିଜେଡି ଏଭଳି କରୁଛି।”

ଅଣ୍ଡାମାଡ଼ ଘଟଣାକୁ ନେଇ ଅଶୋକ କହିଛନ୍ତି, “ଏହି ଅଣ୍ଡା ମାଡ ସଂସ୍କୃତି ବିଜେଡିର। ପୂର୍ବରୁ ଏମାନେ ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଅଣ୍ଡାମାଡ କରିଥିଲେ।”

ପୂରା ଘଟଣାକୁ ନେଇ ଅଶୋକ କ’ଣ କହୁଛନ୍ତି ଦେଖନ୍ତୁ ଏହି ଭିଡିଓ।

Ordigital Desk
• Published: Wednesday, 21 February 2018
• Updated: 21 February 2018, 01:37 PM IST

Sports

Latest News

ବରଗଡ଼ (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଗତକାଲି ଜଣଷ ଯୁବକ ଚପଲ ଫିଙ୍ଗିଥିଲା। ଏହି ଘଟଣାରେ ବିଜେଡିର ସମ୍ପୃକ୍ତି ଥିବା ଓ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପ୍ରରୋଚନାରେ ଏପରି କରାଯାଇଥିବା ବିଜେଡି ଅଭିଯୋଗ କରିଥିଲା। ଯାହାକୁ ଅଶୋକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଏପରି ଅଭିଯୋଗ ଭିତ୍ତିହୀନ। ଏଥିରେ କୌଣସି ସତ୍ୟତା ନାହିଁ।”

ସେ ଆହୁରି କହିଛନ୍ତି, “ଅଭିଯୁକ୍ତ କୁମ୍ଭାରୀ ଗାଁ କିମ୍ବା ବିଜେପୁର ନିର୍ବାଚନ ମଣ୍ଡଳୀର ନୁହଁ। ତା’ର ଫୋନ୍ କଲ୍  ରେକର୍ଡ ଯାଞ୍ଚ କଲେ ସବୁ ସ୍ପଷ୍ଟ ହୋଇଯିବ। ପୋଲିସ ସରକାରୀ ଦଳର ନିର୍ଦ୍ଦେଶରେ କାମ କରୁଛି। ଆସନ୍ନ ପରାଜୟ ପାଇଁ ବିଜେଡି ଏଭଳି କରୁଛି।”

ଅଣ୍ଡାମାଡ଼ ଘଟଣାକୁ ନେଇ ଅଶୋକ କହିଛନ୍ତି, “ଏହି ଅଣ୍ଡା ମାଡ ସଂସ୍କୃତି ବିଜେଡିର। ପୂର୍ବରୁ ଏମାନେ ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଅଣ୍ଡାମାଡ କରିଥିଲେ।”

ପୂରା ଘଟଣାକୁ ନେଇ ଅଶୋକ କ’ଣ କହୁଛନ୍ତି ଦେଖନ୍ତୁ ଏହି ଭିଡିଓ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos