୩ ସାଙ୍ଗ ବାଇକ୍‌ରେ ଯାଉଥିଲେ ପଞ୍ଚଲିଙ୍ଗେଶ୍ୱର, ପିଟିଦେଲା ପିକ୍‌ଅପ୍‌ ଭ୍ୟାନ୍‌

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ଛପୋଲିଆ ନିକଟରେ ଏକ  ବାଇକ୍‌କୁ ପଛ ପଟୁ ଏକ ଟମାଟୋ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌  ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଦ୍ୱୟ ହେଲେ  ଚନ୍ଦନ ରାଉତ ଓ ସୀମା। ଗୁରୁତରଙ୍କ ନାଁ ସ୍ୱପ୍ନାରାଣୀ ଜେନା । ମୃତାହତ ସମସ୍ତେ ସାଙ୍ଗ ଥିଲେ। ସେମାନଙ୍କ ଘର ଭଦ୍ରକ ଜିଲ୍ଲା ଅସୁରାଳି ଅଞ୍ଚଳରେ। ଆଜି ଦିନ […]

accident-5

accident-5

Jyoshna Pradhan
  • Published: Friday, 31 January 2020
  • Updated: 31 January 2020, 02:23 PM IST

Sports

Latest News

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ଛପୋଲିଆ ନିକଟରେ ଏକ  ବାଇକ୍‌କୁ ପଛ ପଟୁ ଏକ ଟମାଟୋ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌  ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଦ୍ୱୟ ହେଲେ  ଚନ୍ଦନ ରାଉତ ଓ ସୀମା। ଗୁରୁତରଙ୍କ ନାଁ ସ୍ୱପ୍ନାରାଣୀ ଜେନା । ମୃତାହତ ସମସ୍ତେ ସାଙ୍ଗ ଥିଲେ। ସେମାନଙ୍କ ଘର ଭଦ୍ରକ ଜିଲ୍ଲା ଅସୁରାଳି ଅଞ୍ଚଳରେ।

ଆଜି ଦିନ ପ୍ରାୟ ୧୧ଟା ବେଳେ ଏକ ବାଇକ୍‌ରେ ଚନ୍ଦନ, ସୀମା ଓ ସ୍ୱପ୍ନାରାଣୀ ଅସୁରାଳିରୁ ପଞ୍ଚଲିଙ୍ଗେଶ୍ୱର ଯାଉଥିଲେ। ଏହି ସମୟରେ ଛପୋଲିଆ ନିକଟରେ ଏକ ଟମାଟୋ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ସେମାନଙ୍କ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଚନ୍ଦନ ଓ ସୀମାଙ୍କ ମୃତ୍ୟୁ ଘଟିଥିଲା। ଆଉ ଗୁରୁତର ଅବସ୍ଥାରେ ସ୍ୱପ୍ନାରାଣୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣା ଘଟାଇ ଫେରାର୍  ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story