୬ଷ୍ଠ ଥର ଜିତିଲେ ବିକ୍ରମ ଆରୁଖ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭଞ୍ଜନଗର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି ବିଜୁ ଜନତା ଦଳର ନେତା ବିକ୍ରମ କେଶରୀ ଆରୁଖ। କ୍ରମାଗତ ୬ଷ୍ଠ ଥର ଲାଗି ସେ ଏହି ଆସନରୁ ବିଜୟୀ ହୋଇଛନ୍ତି। ୭୪,୨୭୮ ଖଣ୍ଡ ଭୋଟ ପାଇଛନ୍ତି ଆରୁଖ। ୧୯୯୫ ମସିହାରେ ଶ୍ରୀ ଆରୁଖ ପ୍ରଥମେ ଜନତା ଦଳ ଟିକେଟ୍‌ରେ ଲଢ଼ି ବିଧାନସଭାକୁ ପ୍ରବେଶ କରିଥିଲେ। ତା’ପରଠାରୁ ଲଗାତର ୪ ଥର ସେ ଜିତି ଆସିଛନ୍ତି। ଗଞ୍ଜାମ ଜିଲ୍ଲାର ରାଜନୀତିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ଏଥର ସେ […]

jio

jio

Tapas Behera
  • Published: Thursday, 23 May 2019
  • Updated: 23 May 2019, 07:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭଞ୍ଜନଗର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି ବିଜୁ ଜନତା ଦଳର ନେତା ବିକ୍ରମ କେଶରୀ ଆରୁଖ। କ୍ରମାଗତ ୬ଷ୍ଠ ଥର ଲାଗି ସେ ଏହି ଆସନରୁ ବିଜୟୀ ହୋଇଛନ୍ତି।

୭୪,୨୭୮ ଖଣ୍ଡ ଭୋଟ ପାଇଛନ୍ତି ଆରୁଖ। ୧୯୯୫ ମସିହାରେ ଶ୍ରୀ ଆରୁଖ ପ୍ରଥମେ ଜନତା ଦଳ ଟିକେଟ୍‌ରେ ଲଢ଼ି ବିଧାନସଭାକୁ ପ୍ରବେଶ କରିଥିଲେ। ତା’ପରଠାରୁ ଲଗାତର ୪ ଥର ସେ ଜିତି ଆସିଛନ୍ତି। ଗଞ୍ଜାମ ଜିଲ୍ଲାର ରାଜନୀତିରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ଏଥର ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକଙ୍କୁ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story