ବିକ୍ରି ହେବ ଶ୍ରୀଜୀଉଙ୍କ ରଥଚକ, ଗୁଜ, ଅସୁଆରୀ ଓ ପ୍ରଭା

ପୁରୀ: ବିକ୍ରୀ ହେବ ଶ୍ରୀ ଜୀଉଙ୍କ ରଥଚକ, ଗୁଜ, ଅସୁଆରୀ ଓ ପ୍ରଭା। ବିକ୍ରି ପାଇଁ ରଥଚକର ମୂଲ୍ୟ ରଖାଯାଇଛି ୫୦ ହଜାର ଟଙ୍କା,ଗୁଜ ଓ ଅସୁଆରୀର ମୂଲ୍ୟ ରଖାଯାଇଛି ୧୦ହଜାର ଟଙ୍କା ଓ  ପ୍ରଭାର ମୂଲ୍ୟ ୨୫ହଜାର ଟଙ୍କା ରଖାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହସହ ଶ୍ରୀଜୀଉଙ୍କ ପୂର୍ବବର୍ଷର ରଥ ଚକ,ଗୁଜ ଓ ପ୍ରଭା ମଧ୍ୟ ବିକ୍ରି ହେବ । ରଥର ବଳକା ଅଂଶକୁ ମହାପ୍ରସାଦ […]

suresh mahapatra

Rakesh Mallick
  • Published: Wednesday, 27 May 2015
  • , Updated: 27 May 2015, 07:57 AM IST

ପୁରୀ: ବିକ୍ରୀ ହେବ ଶ୍ରୀ ଜୀଉଙ୍କ ରଥଚକ, ଗୁଜ, ଅସୁଆରୀ ଓ ପ୍ରଭା। ବିକ୍ରି ପାଇଁ ରଥଚକର ମୂଲ୍ୟ ରଖାଯାଇଛି ୫୦ ହଜାର ଟଙ୍କା,ଗୁଜ ଓ ଅସୁଆରୀର ମୂଲ୍ୟ ରଖାଯାଇଛି ୧୦ହଜାର ଟଙ୍କା ଓ  ପ୍ରଭାର ମୂଲ୍ୟ ୨୫ହଜାର ଟଙ୍କା ରଖାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହସହ ଶ୍ରୀଜୀଉଙ୍କ ପୂର୍ବବର୍ଷର ରଥ ଚକ,ଗୁଜ ଓ ପ୍ରଭା ମଧ୍ୟ ବିକ୍ରି ହେବ । ରଥର ବଳକା ଅଂଶକୁ ମହାପ୍ରସାଦ ତୂଲ୍ୟ ବ୍ୟବହାର କରାଯିବ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି।

Related story