ଭିତରକନିକାରେ ବଢ଼ିଛି ପକ୍ଷୀ ସଂଖ୍ୟା

Ordigital Desk
  • Published: Monday, 04 September 2017
  • , Updated: 04 September 2017, 01:14 PM IST
<p>କେନ୍ଦ୍ରାପଡ଼ା: ଭିତରକନିକାରେ ପକ୍ଷୀ ସଂଖ୍ୟା ବଢ଼ିଛି।&nbsp; ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା ଶେଷ ହେବା ପରେ ଏହା ଜଣାପଡ଼ିଛି। ୬୩୭ଟି ବସାରେ ମୋଟ ୧ଲକ୍ଷ ୪ ହଜାର ୪୯୦ଟି ପକ୍ଷୀ ଚିହ୍ନଟ ହୋଇଛନ୍ତି।</p> <p>ଗତବର୍ଷ ଅପେକ୍ଷା ଏବର୍ଷ ପକ୍ଷୀଙ୍କ ସଂଖ୍ୟା ୬୩୭ ବଢିଛି।&nbsp; ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ହରେକୃଷ୍ଣ ମଲ୍ଲିକ ସୂଚନା ଦେଇଛନ୍ତି।</p> <p>&amp;nbsp;</p>

Related story