ବିରିବାଟୀରୁ ବାହାରିଲା ଦେବୀ ଶୁଭଦ୍ରାଙ୍କ ଦାରୁ ଶଗଡ଼ି

  କଟକ: ଆଜି ଅପରାହ୍ନ ୫ଟା ୪୦ମିନିଟରେ କଟକ ବିରିବାଟୀରୁ ପୁଣି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ଦେବୀ ଶୁଭଦ୍ରାଙ୍କ ଦାରୁ ଶଗଡ଼ି। ସକାଳୁ ରାମକୁମାରପୁରରୁ ଆସି ବିରିବାଟୀରେ ପହଞ୍ଚିଥିଲେ ଦାରୁ ଶଗଡ଼ି। ବିରିବାଟୀରେ ଦେବୀ ସୁଭ୍ରଦାଙ୍କ ଦାରୁକୁ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମି ଥିଲା।  

debi

Rakesh Mallick
  • Published: Thursday, 07 May 2015
  • , Updated: 07 May 2015, 12:37 PM IST

Related story