ବିଷାକ୍ତ କନ୍ଦା ଖାଇ ଗୋଟିଏ ପରିବାରର ୨ ଶିଶୁ ମୃତ, ୩ ଗୁରୁତର

ରାୟଗଡ଼ା: ସାନପଙ୍କ।ଳ ଗାଁରେ ବିଷାକ୍ତ କନ୍ଦା ଖାଇ ଗୋଟିଏ ପରିବାରର ୨ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଅନ୍ୟ ୩ଜଣ ଗୁରୁତର ଅସୁସ୍ଥ ହୋଇ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ସ୍ଥାନୀୟ ତହସିଲଦାର ଓ ଅନ୍ୟ ସରକାରୀ କର୍ମଚାରୀ ଗାଁକୁ ଯାଇ ଅନୁସନ୍ଧାନ କରିଛନ୍ତି। କେଉଁ ପରିସ୍ଥିତିରେ ଏହି ପିଲାମାନେ ବିଷାକ୍ତ କନ୍ଦା ଖାଇଲେ ସେ ସମ୍ପର୍କିତ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

raygada

Rakesh Mallick
  • Published: Thursday, 12 November 2015
  • , Updated: 12 November 2015, 11:34 AM IST

Related story