ଷ୍ଟୁଲ୍‌ରେ ବିଶ୍ୱକର୍ମା, ସିଂହାସନରେ ସାରଥୀ

ଚାନ୍ଦବାଲି(ବାସୁଦେବ ଦାସ): ଚାନ୍ଦବାଲିରେ ବିଶ୍ଵକର୍ମାଙ୍କ ସାଙ୍ଗରେ ପୂଜା ପାଉଛନ୍ତି ସାରଥୀ। ସାରଥିଙ୍କ ଏକ ବିରାଟ ଫୋଟୋ ସିଂହାସନରେ ପୂଜା ପାଉଛି। ଏହି ସିଂହାସନରେ ଶ୍ରୀଜଗନ୍ନାଥଙ୍କ ଏକ ଛୋଟିଆ ଫଟୋ ମଧ୍ୟ ତଳକୁ ରଖାଯାଇଛି। ସେପଟେ ବିଶ୍ଵକର୍ମାଙ୍କ ମୂର୍ତ୍ତି ଷ୍ଟୁଲ୍ ଉପରେ ପୂଜା ପାଉଛନ୍ତି। ଯାହାକୁ ନେଇ ଅନେକ ଅଞ୍ଚଳବାସୀ ବିରୋଧ କରିଛନ୍ତି। ଅଭିଯୋଗ ହୋଇଛି, ଜଣେ ବ୍ୟକ୍ତି ଭଣ୍ଡ ବାବା ସାଜି ଲୋକଙ୍କୁ ପ୍ରତାରିତ କରୁଥିବା ପ୍ରମାଣିତ ହୋଇସାରିଥିବା ବେଳେ ଏବେବି ଅନେକ ଏହି ଭଣ୍ଡ ବାବାର […]

biswokarma-ouja

biswokarma-ouja

Niranjan Mishra
  • Published: Sunday, 18 September 2022
  • Updated: 18 September 2022, 10:08 PM IST

Sports

Latest News

ଚାନ୍ଦବାଲି(ବାସୁଦେବ ଦାସ): ଚାନ୍ଦବାଲିରେ ବିଶ୍ଵକର୍ମାଙ୍କ ସାଙ୍ଗରେ ପୂଜା ପାଉଛନ୍ତି ସାରଥୀ। ସାରଥିଙ୍କ ଏକ ବିରାଟ ଫୋଟୋ ସିଂହାସନରେ ପୂଜା ପାଉଛି। ଏହି ସିଂହାସନରେ ଶ୍ରୀଜଗନ୍ନାଥଙ୍କ ଏକ ଛୋଟିଆ ଫଟୋ ମଧ୍ୟ ତଳକୁ ରଖାଯାଇଛି। ସେପଟେ ବିଶ୍ଵକର୍ମାଙ୍କ ମୂର୍ତ୍ତି ଷ୍ଟୁଲ୍ ଉପରେ ପୂଜା ପାଉଛନ୍ତି। ଯାହାକୁ ନେଇ ଅନେକ ଅଞ୍ଚଳବାସୀ ବିରୋଧ କରିଛନ୍ତି। ଅଭିଯୋଗ ହୋଇଛି, ଜଣେ ବ୍ୟକ୍ତି ଭଣ୍ଡ ବାବା ସାଜି ଲୋକଙ୍କୁ ପ୍ରତାରିତ କରୁଥିବା ପ୍ରମାଣିତ ହୋଇସାରିଥିବା ବେଳେ ଏବେବି ଅନେକ ଏହି ଭଣ୍ଡ ବାବାର ଭକ୍ତ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରି ହିନ୍ଦୁ ଦେବାଦେବୀଙ୍କ ଠାରୁ ଉଚ୍ଚ ସ୍ଥାନ ଦେଇ ପୂଜାପାଠ କରୁଛନ୍ତି।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହରରେ ବିଭିନ୍ନ ଜାଗାରେ ଦୁଇଦିନ ହବ ପୂଜା ପାଉଛନ୍ତି ଦେବଶିଳ୍ପୀ ଶ୍ରୀବିଶ୍ଵକର୍ମା। କେତେକ ସଙ୍ଗଠନ ଓ ବ୍ୟକ୍ତି ବିଶେଷ ବିଶ୍ୱକର୍ମାଙ୍କୁ ପୂଜା କରୁଥିବା ବେଳେ ଏଠାର ଜଣେ ଲେଦ୍ ଦୋକାନୀ ବିଶ୍ୱକର୍ମାଙ୍କ ସାଙ୍ଗରେ ସାରଥୀଙ୍କୁ ପୂଜା କରୁଥିବା ଦେଖାଯାଇଛି।

ଛୋଟିଆ ବିଶ୍ଵକର୍ମାଙ୍କ ମୂର୍ତ୍ତିଟି ଷ୍ଟୁଲ ଉପରେ ପୂଜା ପାଉଥିବା ବେଳେ ଏକ ସିଂହାସନ ଉପରେ ସାରଥୀଙ୍କ ଏକ ବଡ଼ ଫୋଟ ସୁସଜ୍ଜିତ ହୋଇ ପୂଜା ପାଉଛି। ପୂଜକ ବେଶଧାରୀ ଜଣେ ବ୍ୟକ୍ତି କେତେବେଳେ ଦୁର୍ଗାଙ୍କ ମନ୍ତ୍ରରେ ତ କେତେବେଳ ମହାଦେବଙ୍କ ମନ୍ତ୍ର ପଢ଼ି ସାରଥୀଙ୍କ ଅଳତି କରୁଛନ୍ତି। ଏ ପ୍ରକାର ହିନ୍ଦୁ ଦେବାଦେବୀ ଓ ବିଶ୍ୱକର୍ମାଙ୍କୁ ଅସମ୍ମାନ କରାଯାଉଥିବା ଦେଖି ସ୍ଥାନୀୟ କିଛି ଲୋକ ବିରୋଧ କରିଛନ୍ତି। ତେବେ ଏନେଇ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି କିମ୍ବା ପୁଲିସର ପ୍ରତିକ୍ରିୟା ମଧ୍ୟ ମିଳିପାରିନି।

ସୁବ୍ରତ ନାଥ ନାମକ ଲେଦ୍ ଦୋକାନୀ ନିଜକୁ ସାରଥୀ ଭକ୍ତ ବୋଲି ପରିଚୟ ଦେଇ କହିଛନ୍ତି, ଏହା ତାଙ୍କ ବିଶ୍ୱାସର କଥା। ସାରଥୀଙ୍କ ନାମରେ କିଏ କ’ଣ କହୁଛି, ସେ ସେଥିରେ ବିଶ୍ୱାସ କରୁନାହାନ୍ତି।

ପୂଜକ ସାଜିଥିବା ଚିତ୍ତରଂଜନ ଦିୱେଦୀ କହିଛନ୍ତି, ୩ ଦିନ ଧରି ସାରଥୀଙ୍କ ଭକ୍ତମାନେ ଏଭଳି ପୂଜା ପାଳନ କରୁଛନ୍ତି। ଏହା ଭକ୍ତମାନଙ୍କର ଶ୍ରଦ୍ଧାର କଥା।

ସ୍ଥାନୀୟ ବାସୀନ୍ଦା ବିଶ୍ଵନାଥ ସାହୁ କହିଛନ୍ତି, ଏଭଳି ସାରଥୀଙ୍କ ପୂଜା କରାଯିବା ହିନ୍ଦୁ ଧର୍ମ ପ୍ରତି ଆଘାତ ଦେଇଛି। ସାରଥୀ କଳାକାରନାମା କରୁଥିବା ନେଇ ଧରାପଡ଼ିଛନ୍ତି। ତେଣୁ ଏଭଳି କାର୍ଯ୍ୟକ୍ରମ କରିବା କଥା ନୁହେଁ। ହେଲେ ସାରଥୀଙ୍କ ଅନୁଗାମୀ କିଛି ଲୋକ ଏଭଳି ପୂଜା ଓ ସତ୍‌ସଙ୍ଗ ଅୟୋଜନ କରିଛନ୍ତି। ବିନା ପ୍ରଶାସନ ଓ ପୁଲିସ ଅନୁମତିରେ କାର୍ଯ୍ୟକ୍ରମ ଚାଲୁଛି। ତଥାପି ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଦେଖି ତାଜୁବ୍ ଲାଗୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story