ବି-ଟେକ୍ ଲାଟେରାଲ୍ ଏଣ୍ଟ୍ରି ଆଡମିଶନ ମାମଲା: ଚଏସ୍ ଲକିଂ ସମୟ ସୀମା ବଢାଇଲେ ହାଇକୋର୍ଟ

ଭୁବନେଶ୍ୱର: ବି-ଟେକ୍ ଲାଟେରାଲ୍ ଏଣ୍ଟ୍ରିରେ ଆଡମିଶନ୍ ଚଏସ୍ ଲକିଂ ପାଇଁ ସମୟସୀମା ବଢ଼ାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପୁଣି ଥରେ ଚଏସ୍ ଲକିଂ ପାଇଁ ମଧ୍ୟ ହାଇକୋର୍ଟ ଅନୁମତି ଦେଇଛନ୍ତି। ଆସନ୍ତା ୧୦ ଦିନ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ସହ ଓଜେଇଇ କର୍ତ୍ତୃପକ୍ଷଙ୍କୁ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଲାଟେରାଲ୍ ଏଣ୍ଟ୍ରି ଚଏସ୍ ଲକିଂ ପାଇଁ ଶେଷ […]

Orissa-High-Court

Rakesh Mallick
  • Published: Thursday, 09 July 2015
  • , Updated: 09 July 2015, 12:47 PM IST

ଭୁବନେଶ୍ୱର: ବି-ଟେକ୍ ଲାଟେରାଲ୍ ଏଣ୍ଟ୍ରିରେ ଆଡମିଶନ୍ ଚଏସ୍ ଲକିଂ ପାଇଁ ସମୟସୀମା ବଢ଼ାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପୁଣି ଥରେ ଚଏସ୍ ଲକିଂ ପାଇଁ ମଧ୍ୟ ହାଇକୋର୍ଟ ଅନୁମତି ଦେଇଛନ୍ତି। ଆସନ୍ତା ୧୦ ଦିନ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ସହ ଓଜେଇଇ କର୍ତ୍ତୃପକ୍ଷଙ୍କୁ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଲାଟେରାଲ୍ ଏଣ୍ଟ୍ରି ଚଏସ୍ ଲକିଂ ପାଇଁ ଶେଷ ତାରିଖ ଥିଲା।

Related story