ବିଜେଡିରେ ୩୬ ନୂଆ ସାଧାରଣ ସମ୍ପାଦକ, ଶ୍ରୀମୟୀ ସର୍ବ କନିଷ୍ଠ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରେ ୩୬ ଜଣ ନେତାଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ଏଥିରେ ୮ଜଣ ମହିଳା ସାମିଲ ଅଛନ୍ତି। ପୂର୍ବରୁ ଦଳ ପକ୍ଷରୁ ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ ଦାସବର୍ମାଙ୍କ ସମେତ ବରିଷ୍ଠ ଉପସଭାପତି, ଉପସଭାପତି ଓ ବରିଷ୍ଠ ସାଧାରଣ ସମ୍ପାଦକ ପଦବୀରେ ୩୪ ଜଣ ଦଳୀୟ ନେତାଙ୍କୁ ଥଇଥାନ କରାଯାଇଥିଲା। ଆଜି ନିଯୁକ୍ତି ପାଇଥିବା ୩୬ ଜଣ ସାଧାରଣଙ୍କ ସମ୍ପାଦକଙ୍କ ମଧ୍ୟରେ ୩୫ ବର୍ଷୀୟା ଶ୍ରୀମୟୀ ମିଶ୍ର ସର୍ବ କନିଷ୍ଠ […]

11bjd-office-750x430

11bjd-office-750x430

Manoranjan Sial
  • Published: Thursday, 16 July 2020
  • Updated: 16 July 2020, 07:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରେ ୩୬ ଜଣ ନେତାଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ଏଥିରେ ୮ଜଣ ମହିଳା ସାମିଲ ଅଛନ୍ତି। ପୂର୍ବରୁ ଦଳ ପକ୍ଷରୁ ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ ଦାସବର୍ମାଙ୍କ ସମେତ ବରିଷ୍ଠ ଉପସଭାପତି, ଉପସଭାପତି ଓ ବରିଷ୍ଠ ସାଧାରଣ ସମ୍ପାଦକ ପଦବୀରେ ୩୪ ଜଣ ଦଳୀୟ ନେତାଙ୍କୁ ଥଇଥାନ କରାଯାଇଥିଲା। ଆଜି ନିଯୁକ୍ତି ପାଇଥିବା ୩୬ ଜଣ ସାଧାରଣଙ୍କ ସମ୍ପାଦକଙ୍କ ମଧ୍ୟରେ ୩୫ ବର୍ଷୀୟା ଶ୍ରୀମୟୀ ମିଶ୍ର ସର୍ବ କନିଷ୍ଠ ବୋଲି ଜଣାପଡ଼ିଛି।

ଆଜି ବିଜେଡି ପକ୍ଷରୁ ଜାରି ସୂଚନା ଅନୁସାରେ ଦଳର ମୋଟ ୩୬ଜଣ ନେତାଙ୍କୁ ସାଧାରଣ ସମ୍ପାଦକ ପଦବୀ ସହ ଦଳର ବିଭିନ୍ନ କ୍ଷେତ୍ର ପାଇଁ ଇନଚାର୍ଜ ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଛି। ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଥିବା ନେତାମାନେ ହେଲେ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ସଶକ୍ତ ଓଡ଼ିଶା ଇନଚାର୍ଜ, ଚନ୍ଦ୍ରସାରଥୀ ବେହେରାଙ୍କୁ ଅନୁସୂଚିତ ଜାତି ସଶକ୍ତିକରଣ ଇନଚାର୍ଜ, ମନୋହର ରନ୍ଧାରୀଙ୍କୁ ସଶକ୍ତ ଓଡ଼ିଶା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ସାମାଜିକ ୱେଲଫେୟାର, ଜଗନ୍ନାଥ ସାରକାଙ୍କୁ ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ଇନଚାର୍ଜ, ମହମ୍ମଦ ଆୟୁବ ଖାଙ୍କୁ ସଂଖ୍ୟାଲଘୁ ଇନଚାର୍ଜ, ଦେବେଶ ଆଚାର୍ଯ୍ୟଙ୍କୁ ମୋ’ ପରିବାର ଇନଚାର୍ଜ, ଉମାକାନ୍ତ ସାମନ୍ତରାୟଙ୍କୁ ସୋସିଆଲ ୱେଲଫେୟାର, ବ୍ୟୋମକେଶ ରାୟଙ୍କୁ ଛାତ୍ର ବ୍ୟାପାର, ଅନନ୍ତ ନାରାୟଣ ଜେନାଙ୍କୁ ସଶକ୍ତ ଓଡ଼ିଶା, ପ୍ରିୟଦର୍ଶୀ ମିଶ୍ରଙ୍କୁ କଳା,ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ଧ୍ରୁବଚରଣ ସାହୁଙ୍କୁ ପରିବେଶ ଇନଚାର୍ଜ, ପ୍ରଣବ ବଳବନ୍ତରାୟଙ୍କୁ ଯୁବ ବ୍ୟାପାର, ରାଜୀବ ଲୋଚନ ସାହୁଙ୍କୁ ସାମାଜିକ ୱେଲଫେୟାର, ସୁଧୀର କୁମାର ସାମଲଙ୍କୁ ମୋ’ ପରିବାର ଇନଚାର୍ଜ, ସସ୍ମିତ ପାତ୍ରଙ୍କୁ ମୋ’ ପରିବାର, ବିକ୍ରମ ପଣ୍ଡାଙ୍କୁ ମୋ’ ପରିବାର, ଯୋଗେଶ ସିଂଙ୍କୁ ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର, ବିଜୟ କୁମାର ନାୟକଙ୍କୁ ଆଂଚଳିକ ବିକାଶ ଇନଚାର୍ଜ, ପ୍ରଫୁଲ୍ଲ ସିଂଙ୍କୁ ସାମାଜିକ ୱେଲଫେୟାର, ଦେବାଶୀଷ ମାର୍ଣ୍ଡିଙ୍କୁ ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର, ମାନସ ମଙ୍ଗରାଜଙ୍କୁ ମିଡିଆ ବ୍ୟାପାର, ଜନ୍ମେଜୟ ଲେଙ୍କାଙ୍କୁ କଳା,ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ବିଶ୍ୱଜିତ୍ ମହାନ୍ତିଙ୍କୁ ସଶକ୍ତ ଓଡ଼ିଶା, ସତ୍ୟବ୍ରତ ପାତ୍ରଙ୍କୁ କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ଶାରଦା ପ୍ରସନ୍ନ ଜେନାଙ୍କୁ କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ପ୍ରମୋଦ କୁମାର ଜେନାଙ୍କୁ ପରିବେଶ ଇନଚାର୍ଜ, ଶ୍ୟାମପ୍ରସାଦ ବେହେରାଙ୍କୁ ଆଚଂଳିକ ବିକାଶ ଇନଚାର୍ଜ ଭାବେ ନିଯୁକ୍ତି ମିଳିଛି।

ସେହିପରି ସ୍ନେହାଙ୍ଗିନୀ ଛୁରିଆଙ୍କୁ ଅନୁସୂଚିତ ଜାତି ସଶକ୍ତିକରଣ, ରାଜଶ୍ରୀ ମଲ୍ଲିକଙ୍କୁ ମହିଳା ସଶକ୍ତିକରଣ , ରାସେଶ୍ୱରୀ ପାଣିଗ୍ରାହୀ ଆଂଚଳିକ ବିକାଶ, ଶ୍ରୀମୟୀ ମିଶ୍ରଙ୍କୁ ମହିଳା ସଶକ୍ତିକରଣ, ବାସନ୍ତୀ ହେମ୍ବମ୍ରଙ୍କୁ ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର, ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ମହିଳା ସଶକ୍ତିକରଣ ଇନଚାର୍ଜ, ଗୀତା ବସ୍ତିଆଙ୍କୁ ମହିଳା ସଶକ୍ତିକରଣ ଓ ଗୀତାଞ୍ଜଳି ସେଠୀଙ୍କୁ ଅନୁସୂଚିତ ଜନଜାତି ସଶକ୍ତିକରଣ ଇନଚାର୍ଜ ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଛି।

ସୂଚନାଯୋଗ୍ୟ, ଦୀର୍ଘବର୍ଷ ଧରି ସଂଗଠନ ପାଇଁ କଠିନ ପରିଶ୍ରମ କରିଥିବା ଅଧିକାଂଶ ନେତାଙ୍କୁ ଦଳୀୟ ପଦାଧିକାରୀ ତାଲିକାରେ ସ୍ଥାନ ମିଳିନଥିବାବେଳେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅନ୍ୟ ଦଳରୁ ଆସିଥିବା ବିକ୍ରମ ପଣ୍ଡା, ଯୋଗେଶ ସିଂ, ମାନସ ମଙ୍ଗରାଜ, ସତ୍ୟବ୍ରତ ପାତ୍ର, ପ୍ରମୋଦ କୁମାର ଜେନା, ଜନ୍ମେଜୟ ଲେଙ୍କା ଓ ଶାରଦା ପ୍ରସାଦ ଜେନାଙ୍କୁ ଦଳରେ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story