ସୋଶାଲ ମିଡିଆରେ ସମାଲୋଚନା ପରେ ମଦ ମାଫିଆଠୁ ଦୂରେଇଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକଲି ମଦ ଫ୍ୟାକ୍ଟ୍ରି ଓ ମଦ ଚୋରାଚାଲାଣ କରିବା ଅଭିଯୋଗରେ ଢେଙ୍କାନାଳର ୩ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ମାଝୀଙ୍କୁ ଅବକାରୀ ସ୍କ୍ୱାଡ୍‌ ଗିରଫ କରିବାକୁ ନେଇ ସୋଶାଲ ମିଡିଆରେ ଶାସକ ବିଜେଡିକୁ କଡ଼ା ସମାଲୋଚନା ହେବା ପରେ ଦଳର ଚେତା ପଶିଛି । ଆଉ ଗତକାଲି ରାତିରେ ଗିରଫ ହେବାପରେ ଆଜି ଶ୍ରୀ ମାଝୀଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଆଜି ସନ୍ଧ୍ୟାରେ ବିଜେଡି ବହିଷ୍କୃତ କରିଛି । ଦଳ […]

Subash

Subash

Ordigital Desk
  • Published: Tuesday, 03 January 2023
  • Updated: 03 January 2023, 09:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକଲି ମଦ ଫ୍ୟାକ୍ଟ୍ରି ଓ ମଦ ଚୋରାଚାଲାଣ କରିବା ଅଭିଯୋଗରେ ଢେଙ୍କାନାଳର ୩ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ମାଝୀଙ୍କୁ ଅବକାରୀ ସ୍କ୍ୱାଡ୍‌ ଗିରଫ କରିବାକୁ ନେଇ ସୋଶାଲ ମିଡିଆରେ ଶାସକ ବିଜେଡିକୁ କଡ଼ା ସମାଲୋଚନା ହେବା ପରେ ଦଳର ଚେତା ପଶିଛି । ଆଉ ଗତକାଲି ରାତିରେ ଗିରଫ ହେବାପରେ ଆଜି ଶ୍ରୀ ମାଝୀଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଆଜି ସନ୍ଧ୍ୟାରେ ବିଜେଡି ବହିଷ୍କୃତ କରିଛି ।

ଦଳ ପକ୍ଷରୁ ଏକ ପ୍ରେସ୍ ରିଲିଜ ଜାରି କରାଯାଇ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ଜୋନ୍-୩ର ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ମାଝୀଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ କରାଗଲା ବୋଲି ଘୋଷଣା ହୋଇଛି ।

ସୂଚନାଯୋଗ୍ୟ, ନକଲି ମଦ ଫ୍ୟାକ୍ଟ୍ରି ଓ ପ୍ରଚୁର ପରିମାଣର ନକଲି ମଦ ପ୍ରସ୍ତୁତକାରୀ ସାମଗ୍ରୀ ସହ ଶ୍ରୀ ମାଝୀଙ୍କୁ ତାଙ୍କ ଭୁବନସ୍ଥିତ ଏକତାଳି ଗାଁ ଘରୁ ଗିରଫ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story