ଜୁଏଲ ଓରାମଙ୍କ ଗାଡ଼ିକୁ ଅଣ୍ଡାମାଡ଼

Ordigital Desk
  • Published: Wednesday, 14 June 2017
  • , Updated: 14 June 2017, 11:18 AM IST
<p>କେନ୍ଦ୍ରାପଡ଼ା: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡ଼ି ଉପରକୁ ବିଜେଡି କର୍ମୀ ଆଜି &nbsp;ଅଣ୍ଡାମାଡ଼ କରିଛନ୍ତି । ଜୁଏଲଙ୍କ ରାଜକନିକା ଗସ୍ତକୁ ବିରୋଧ କରି ଉଭୟ ବିଜେଡି ଓ କଂଗ୍ରେସ କର୍ମୀ ବିକ୍ଷୋଭ କରିଛନ୍ତି। ବିଜେଡି କର୍ମୀ ଅଣ୍ଡାମାଡ଼ କରିଥିବା ବେଳେ କଂଗ୍ରେସ କର୍ମୀ କଳାପତାକା ଦେଖାଇଥିଲେ। ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଳି ବିଧାୟକଙ୍କ ସମେତ ୨୦୦ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ୍।</p>

Related story