ବିଜେଡିର ଜନସମ୍ପର୍କ ଯାତ୍ରା ବେଳେ ବାଣ ଫୁଟାଇ ଜଣେ ଆହତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୃଷ୍ଣଚନ୍ଦ୍ରପୁର ପଞ୍ଚାୟତରେ ଆଜି ବିଜେଡିର ଜନସମ୍ପର୍କ ଯାତ୍ରାରେ ବାଣ ଫୁଟାଇବା ବେଳେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଆହତଙ୍କ ଜଣଙ୍କ ହେଲେ ଉଁଙ୍କର ଗାଁର ଧୃବଚରଣ ରାଉତ। ତାଙ୍କୁ କଟକ ବଡ଼ ବେଡିକାଲରେ ଭର୍ତ୍ତି କରାଯାଇଛି। ବିଜେଡି ବିଧାୟକା ରାଜଶ୍ରୀ ମଲ୍ଲିକଙ୍କ ଜନ ସମ୍ପର୍କ ଯାତ୍ରା ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା।

bjd

Rakesh Mallick
  • Published: Saturday, 29 October 2016
  • , Updated: 29 October 2016, 02:11 PM IST

Related story