ତିର୍ତ୍ତୋଲରେ ବିଜେଡି ୧୦ ହଜାର ଭୋଟରେ ଆଗୁଆ

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ବିଧାନସଭା ଆସନ ନିମନ୍ତେ ଭୋଟ ଗଣତି ଚାଲୁ ରହିଥିବା ବେଳେ ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି। ସପ୍ତମ ରାଉଣ୍ଡ ସୁଦ୍ଧା ଏହି ଆସନରେ ବିଜେଡି ୧୦,୭୩୬ ଭୋଟରେ ଆଗୁଆ ରହିଛି। ତିର୍ତ୍ତୋଲରେ ବିଜେଡି ୨୫,୨୮୭ ଭୋଟ୍ ପାଇ ରେସ୍‌ରେ ଆଗରେ ରହିଛି। ତାହା ପଛକୁ ୧୪,୫୫୧ ଭୋଟ୍‌ ପାଇଁ ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି। ଏହାପରେ କଂଗ୍ରେସ ୩୯୯୯ ଭୋଟ୍‌ ହାତେଇବାରେ ସକ୍ଷମ ହୋଇପାରିଛି। ସୂଚନାଯୋଗ୍ୟ, ୨୦୧୯ରେ ତିର୍ତ୍ତୋଲ […]

tirtol

Niharika Rout
  • Published: Tuesday, 10 November 2020
  • , Updated: 10 November 2020, 01:06 PM IST

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ତିର୍ତ୍ତୋଲ ବିଧାନସଭା ଆସନ ନିମନ୍ତେ ଭୋଟ ଗଣତି ଚାଲୁ ରହିଥିବା ବେଳେ ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ ରହିଛି। ସପ୍ତମ ରାଉଣ୍ଡ ସୁଦ୍ଧା ଏହି ଆସନରେ ବିଜେଡି ୧୦,୭୩୬ ଭୋଟରେ ଆଗୁଆ ରହିଛି।

ତିର୍ତ୍ତୋଲରେ ବିଜେଡି ୨୫,୨୮୭ ଭୋଟ୍ ପାଇ ରେସ୍‌ରେ ଆଗରେ ରହିଛି। ତାହା ପଛକୁ ୧୪,୫୫୧ ଭୋଟ୍‌ ପାଇଁ ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି। ଏହାପରେ କଂଗ୍ରେସ ୩୯୯୯ ଭୋଟ୍‌ ହାତେଇବାରେ ସକ୍ଷମ ହୋଇପାରିଛି।

ସୂଚନାଯୋଗ୍ୟ, ୨୦୧୯ରେ ତିର୍ତ୍ତୋଲ ଆସନ ବିଜେଡି ହାତରେ ଥିବା ବେଳେ ଏହାକୁ ପୁଣିଥରେ ଅକ୍ତିଆର କରିବାକୁ ଅଣ୍ଟା ଭିଡିଛି ଦଳ ।

Related story