‘ଅନୁକମ୍ପାମୂଳକ ଭୋଟ୍ ପାଇଁ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ବେଳେ ଅଣ୍ଡାମାଡ଼ ନାଟକ କରିପାରେ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାରେ ବିଜେଡି ଅଣ୍ଡାମାଡ଼ ଷ୍ଟ୍ରାଟେଜି ଆପଣାଇବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଏଥିପାଇଁ ବିଜେପି କର୍ମୀମାନଙ୍କୁ ସତର୍କ ରହିବାକୁ ଆହ୍ୱାନ ଦେବା ସହ ସେମାନେ ଯେମିତି ଅଯଥାରେ ନିନ୍ଦିତ ନହୁଅନ୍ତି, ସେଥିପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ବୈଜୟନ୍ତ। ସେ ଟ୍ୱିଟ୍ କରି କହିଛନ୍ତି ଯେ, ଅନୁକମ୍ପାମୂଳକ ଭୋଟ୍ ହାତେଇବା ପାଇଁ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ବେଳେ ଅଣ୍ଡାମାଡ଼ ନାଟକ କରାଯାଇପାରେ। ଏନେଇ ଗୁଜବ […]

baijayant1

baijayant1

Jitendra Garnayak
  • Published: Friday, 26 April 2019
  • Updated: 26 April 2019, 10:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାରେ ବିଜେଡି ଅଣ୍ଡାମାଡ଼ ଷ୍ଟ୍ରାଟେଜି ଆପଣାଇବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଏଥିପାଇଁ ବିଜେପି କର୍ମୀମାନଙ୍କୁ ସତର୍କ ରହିବାକୁ ଆହ୍ୱାନ ଦେବା ସହ ସେମାନେ ଯେମିତି ଅଯଥାରେ ନିନ୍ଦିତ ନହୁଅନ୍ତି, ସେଥିପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ବୈଜୟନ୍ତ।

ସେ ଟ୍ୱିଟ୍ କରି କହିଛନ୍ତି ଯେ, ଅନୁକମ୍ପାମୂଳକ ଭୋଟ୍ ହାତେଇବା ପାଇଁ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ବେଳେ ଅଣ୍ଡାମାଡ଼ ନାଟକ କରାଯାଇପାରେ। ଏନେଇ ଗୁଜବ ଶୁଣିବାକୁ ମିଳୁଛି।

ବୈଜୟନ୍ତ ଆହୁରି ଲେଖିଛନ୍ତି ଯେ, ସେ ନିଜେ ଅଣ୍ଡା ଓ ପଥର ମାଡ଼ର ଶିକାର ହୋଇଥିଲେ। ସେ ସବୁବେଳେ ଏଭଳି ଘଟଣାକୁ ବିରୋଧ କରିଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story