ବିଜେଡିର ମିଶନ ବିଜେପୁର: ପଦ୍ମପୁର କର୍ମୀ ସମ୍ମିଳନୀରେ ତୁଙ୍ଗ ନେତା ଏକାଠି

ବିଜେପୁର (ଓଡ଼ିଶା ରିପୋର୍ଟର): ବିଜେପୁର ବିଧାନସଭା ଆସନ ହାତେବାକୁ ବିଜେଡି ଜୋରଦାର ପ୍ରୟାସ ଆରମ୍ଭ କରି ଦେଇଛି। ଆଜି ଦଳ ପକ୍ଷରୁ ପଦ୍ମପୁରରେ ଗାଇସିଲଟ ବ୍ଲକ୍ କର୍ମୀଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ଦଳର ଉପସଭାପତି ଦେବୀ ମିଶ୍ର, ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକ, ଦଳର ସାଧାରଣ ସମ୍ପାଦକ ପ୍ରଣବ ଦାସ, ଜିଲ୍ଲା ସଭାପତି ବିଜୟ ସିଂବରିହା ସାମିଲ, ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଯୋଗଦେଇଥିଲେ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ […]

meeting

Rakesh Mallick
  • Published: Sunday, 15 October 2017
  • , Updated: 15 October 2017, 04:21 PM IST

ବିଜେପୁର (ଓଡ଼ିଶା ରିପୋର୍ଟର): ବିଜେପୁର ବିଧାନସଭା ଆସନ ହାତେବାକୁ ବିଜେଡି ଜୋରଦାର ପ୍ରୟାସ ଆରମ୍ଭ କରି ଦେଇଛି। ଆଜି ଦଳ ପକ୍ଷରୁ ପଦ୍ମପୁରରେ ଗାଇସିଲଟ ବ୍ଲକ୍ କର୍ମୀଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏଥିରେ ଦଳର ଉପସଭାପତି ଦେବୀ ମିଶ୍ର, ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକ, ଦଳର ସାଧାରଣ ସମ୍ପାଦକ ପ୍ରଣବ ଦାସ, ଜିଲ୍ଲା ସଭାପତି ବିଜୟ ସିଂବରିହା ସାମିଲ, ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଯୋଗଦେଇଥିଲେ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ମନ୍ତ୍ରୀ ସୁଶାନ୍ତ ସିଂହ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ।

Related story