ପ୍ରଭାତ ବିଶ୍ୱାଳଙ୍କୁ ନିୟମିତ ଜାମିନ

କଟକ (ଗୌତମ ପଣ୍ଡା): ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟରୁ ନିୟମିତ ଜାମିନ ମିଳିଛି। ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି। ଅନ୍ତରୀଣ ଜାମିନରେ ୨୫ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଦେବାକୁ ସର୍ତ୍ତ ଥିଲା। ଏହାସହ ୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାର ଲାଗି ମଧ୍ୟ ସର୍ତ୍ତ ରହିଥିଲା। ପୂର୍ବରୁ ୨ ମାସ ଲାଗି ଅନ୍ତରୀଣ ଜାମିନ ପାଇଥିଲେ ପ୍ରଭାତ। ସିସୋର ଚିଟଫଣ୍ଡ ଠକେଇ ମାମଲାରେ ସେ […]

Prabhat-Biswal

Rakesh Mallick
  • Published: Tuesday, 26 June 2018
  • , Updated: 26 June 2018, 12:52 PM IST

କଟକ (ଗୌତମ ପଣ୍ଡା): ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟରୁ ନିୟମିତ ଜାମିନ ମିଳିଛି। ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି।

ଅନ୍ତରୀଣ ଜାମିନରେ ୨୫ ଲକ୍ଷ ଟଙ୍କା ବ୍ୟାଙ୍କ ଜମା ଦେବାକୁ ସର୍ତ୍ତ ଥିଲା। ଏହାସହ ୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାର ଲାଗି ମଧ୍ୟ ସର୍ତ୍ତ ରହିଥିଲା। ପୂର୍ବରୁ ୨ ମାସ ଲାଗି ଅନ୍ତରୀଣ ଜାମିନ ପାଇଥିଲେ ପ୍ରଭାତ। ସିସୋର ଚିଟଫଣ୍ଡ ଠକେଇ ମାମଲାରେ ସେ ଗିରଫ ହୋଇଥିଲେ

Related story