ଧର୍ମେନ୍ଦ୍ରଙ୍କ ବିରୋଧରେ କୋର୍ଟକୁ ଯିବେ ହାଁସଦା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ମନ୍ତବ୍ୟ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବେ। ଏନେଇ ସେ ଆଜି ସ୍ପଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ମଞ୍ଚ ଉପରେ ଭାଷଣ ଦେବା ବେଳେ ସାଂସଦଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ତାଙ୍କୁ ମର୍ମାହତ କରିଥିବା କହିବା ସହ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ହାଁସଦା। ନିଜ ମନ୍ତବ୍ୟରେ ଧର୍ମେନ୍ଦ୍ର ତାଙ୍କୁ […]

hansda

hansda

Jyoshna Pradhan
  • Published: Sunday, 06 January 2019
  • Updated: 06 January 2019, 10:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ମନ୍ତବ୍ୟ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବେ। ଏନେଇ ସେ ଆଜି ସ୍ପଷ୍ଟ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ମଞ୍ଚ ଉପରେ ଭାଷଣ ଦେବା ବେଳେ ସାଂସଦଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ତାଙ୍କୁ ମର୍ମାହତ କରିଥିବା କହିବା ସହ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ହାଁସଦା।

ନିଜ ମନ୍ତବ୍ୟରେ ଧର୍ମେନ୍ଦ୍ର ତାଙ୍କୁ ଦୁର୍ନୀତିଗ୍ରସ୍ତ ଓ ଜେଲ୍ ଫେରନ୍ତା କହିଥିବା ହାଁସଦା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, "ମାମଲା କୋର୍ଟରେ ଥିବାବେଳେ ଏଭଳି ମନ୍ତବ୍ୟ ମୋତେ ଦୁଃଖ ଦେଇଛି। କେନ୍ଦ୍ର ସରକାର ମୋତେ ଜାଣିଶୁଣି ହଇରାଣ କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story