ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଆଜି ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ପୁନର୍ଗଠନ କରିଛନ୍ତି। ୬ ଜଣିଆ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ବିଜେଡି ସାଂସଦ ସସ୍ମିତ ପାତ୍ର ସାମିଲଙ୍କୁ ସ୍ଥାନ ମିଳିଛି। ରାଜ୍ୟସଭା ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଥିବା ସାଂସଦମାନେ ହେଲେ ଭୁବନେଶ୍ୱର କଲିଟା, ଶ୍ରୀମତୀ ବନ୍ଦନା ଚଭନ, ସୁଖେନ୍ଦୁ ଶେଖର ରାୟ, ସୁରେନ୍ଦ୍ର ସିଂ ନଗର, ଡଃ ଏଲ୍ ହନୁମନ୍ଥାୟ ଓ ଡଃ ସସ୍ମିତ […]

sasmiti-patra

sasmiti-patra

Manoranjan Sial
  • Published: Friday, 24 July 2020
  • Updated: 24 July 2020, 08:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଆଜି ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ପୁନର୍ଗଠନ କରିଛନ୍ତି। ୬ ଜଣିଆ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ବିଜେଡି ସାଂସଦ ସସ୍ମିତ ପାତ୍ର ସାମିଲଙ୍କୁ ସ୍ଥାନ ମିଳିଛି।

ରାଜ୍ୟସଭା ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଥିବା ସାଂସଦମାନେ ହେଲେ ଭୁବନେଶ୍ୱର କଲିଟା, ଶ୍ରୀମତୀ ବନ୍ଦନା ଚଭନ, ସୁଖେନ୍ଦୁ ଶେଖର ରାୟ, ସୁରେନ୍ଦ୍ର ସିଂ ନଗର, ଡଃ ଏଲ୍ ହନୁମନ୍ଥାୟ ଓ ଡଃ ସସ୍ମିତ ପାତ୍ର। ବିଜେଡି ଇତିହାସରେ ପ୍ରଥମଥର ପାଇଁ ଦଳର କୌଣସି ସାଂସଦ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସାମିଲ ହୋଇଛନ୍ତି। ସସ୍ମିତ ପ୍ରଥମଥର ପାଇଁ ରାଜ୍ୟସଭା ନିର୍ବାଚିତ ହୋଇଥିବାଳେ ତାଙ୍କର କାର୍ଯ୍ୟକାଳ ଆସନ୍ତା ୨୦୨୨ ଜୁଲାଇ ମାସରେ ଶେଷ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story