ବିଜେଡିରେ ଯୋଗ ଦେଲେ ତାରିଖ ହୁସେନ

ଭୁବନେଶ୍ୱର: କଂଗ୍ରେସର ପୂର୍ବତନ ବିଧାୟକ ସ୍ୱର୍ଗତ ହବିବୁଲ୍ଲା ଖାଁଙ୍କ ପୁଅ ତାରିଖ ହୁସେନ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଆଜି ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଛନ୍ତି। ତାରିଖ ନବରଙ୍ଗପୁର ଜିଲ୍ଲା କଂଗ୍ରେସର ସାଂଗଠନିକ ଦାୟିତ୍ୱରେ ଥିଲେ। ଦଳରେ ସେ ଅବହେଳିତ ହେଉଥିବା ଅଭିଯୋଗ କରିବା ସହ ସେ କଂଗ୍ରେସ ଛାଡ଼ିଛନ୍ତି। ସେ କହିଛନ୍ତି,“ସେବା ମନୋଭାବ ନେଇ ମୁଁ ବିଜେଡିରେ ସାମିଲ ହୋଇଛି।”

unnamed (1)

Rakesh Mallick
  • Published: Tuesday, 24 January 2017
  • , Updated: 24 January 2017, 10:14 PM IST

ଭୁବନେଶ୍ୱର: କଂଗ୍ରେସର ପୂର୍ବତନ ବିଧାୟକ ସ୍ୱର୍ଗତ ହବିବୁଲ୍ଲା ଖାଁଙ୍କ ପୁଅ ତାରିଖ ହୁସେନ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଆଜି ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଛନ୍ତି।

ତାରିଖ ନବରଙ୍ଗପୁର ଜିଲ୍ଲା କଂଗ୍ରେସର ସାଂଗଠନିକ ଦାୟିତ୍ୱରେ ଥିଲେ। ଦଳରେ ସେ ଅବହେଳିତ ହେଉଥିବା ଅଭିଯୋଗ କରିବା ସହ ସେ କଂଗ୍ରେସ ଛାଡ଼ିଛନ୍ତି। ସେ କହିଛନ୍ତି,“ସେବା ମନୋଭାବ ନେଇ ମୁଁ ବିଜେଡିରେ ସାମିଲ ହୋଇଛି।”

Related story