ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଅନାଦି ସିଂଙ୍କ ଦେହାନ୍ତ

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ର ୮ ନମ୍ବର ଜୋନ୍‌ରୁ ବିଜେଡି ତରଫରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିବା ଅନାଦି ଚରଣ ସିଂଙ୍କର ଆଜି ଦେହାନ୍ତ ହୋଇଯାଇଛି। ତିନି ଦିନ ତଳେ ଅସୁସ୍ଥ ହୋଇପଡ଼ିଥିବା ଅନାଦିଙ୍କୁ ଆଜି ଘଟଗାଁ ଡାକ୍ତରଖାନାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନାଦିଙ୍କ ସାନ ପୁଅ ସୁଧା ରଞ୍ଜନ ସିଂଙ୍କ ସୂଚନା ଅନୁଯାୟୀ ତାଙ୍କୁ ଥଣ୍ଡା ହୋଇଥିଲା। […]

Hospital

Hospital

Jitendra Garnayak
  • Published: Saturday, 29 January 2022
  • Updated: 29 January 2022, 03:43 PM IST

Sports

Latest News

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ର ୮ ନମ୍ବର ଜୋନ୍‌ରୁ ବିଜେଡି ତରଫରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିବା ଅନାଦି ଚରଣ ସିଂଙ୍କର ଆଜି ଦେହାନ୍ତ ହୋଇଯାଇଛି। ତିନି ଦିନ ତଳେ ଅସୁସ୍ଥ ହୋଇପଡ଼ିଥିବା ଅନାଦିଙ୍କୁ ଆଜି ଘଟଗାଁ ଡାକ୍ତରଖାନାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନାଦିଙ୍କ ସାନ ପୁଅ ସୁଧା ରଞ୍ଜନ ସିଂଙ୍କ ସୂଚନା ଅନୁଯାୟୀ ତାଙ୍କୁ ଥଣ୍ଡା ହୋଇଥିଲା। ତା’ ସହିତ ତାଙ୍କ ମୁଣ୍ଡ ଓ ଦେହହାତ ବିନ୍ଧାବିନ୍ଧି ହେଉଥିଲା। ସେଥିପାଇଁ ଔଷଧ ଦିଆଯାଇଥିଲା। ହେଲେ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ସୁସ୍ଥ ହୋଇଯାଇଥିଲେ। ଆଜି ସେଠାରୁ ଡିସ୍‌ଚର୍ଜ ହୋଇଥା’ନ୍ତେ। କିନ୍ତୁ ହଠାତ୍ ଆଜି ସକାଳ ପ୍ରାୟ ୧୦ଟା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତା’ପରେ ତାଙ୍କୁ ଅକ୍ସିଜେନ୍ ସପୋର୍ଟ ଦିଆଯାଇଥିଲା ଏବଂ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

[caption id="attachment_709907" align="aligncenter" width="650"]DeadBody ମୃତ ଅନାଦି ଚରଣ ସିଂ[/caption]

କେନ୍ଦୁଝର ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର କହିଛନ୍ତି ଯେ ଅନାଦିଙ୍କ ମୃତ୍ୟୁରେ ଆମେ ସମସ୍ତେ ମର୍ମାହତ। ତାଙ୍କର ମୃତ୍ୟୁ ଆମ ପାଇଁ ଏକ ବଡ଼ କ୍ଷତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story