ବିଜେପି ଆଦିବାସୀ ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ଆଜିଠୁ

ଭୁବନେଶ୍ୱର: ବିଜେପି ଆଦିବାସୀ ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ଆଜି ଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି । ଦୁଇଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକାରିଣୀକୁ ୫ ଜଣ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବେ। ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଓ ଏହାର କାର୍ଯ୍ୟକାରିତା ନେଇ ଏଥିରେ ଆଲୋଚନା ହେବ।  ଏହା ସହ କାର୍ଯ୍ୟକାରିଣୀରେ ରାଜ୍ୟରେ ଆଦିବାସୀଙ୍କୁ ଘରଡିହ ପଟ୍ଟା ନ ମିଳିବା, ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟର ଉଚିତ ମୁଲ୍ୟ ନ ମିଳିବା, […]

bbsr

Rakesh Mallick
  • Published: Tuesday, 16 June 2015
  • , Updated: 16 June 2015, 02:39 AM IST

ଭୁବନେଶ୍ୱର: ବିଜେପି ଆଦିବାସୀ ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ଆଜି ଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି । ଦୁଇଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକାରିଣୀକୁ ୫ ଜଣ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବେ। ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଓ ଏହାର କାର୍ଯ୍ୟକାରିତା ନେଇ ଏଥିରେ ଆଲୋଚନା ହେବ।  ଏହା ସହ କାର୍ଯ୍ୟକାରିଣୀରେ ରାଜ୍ୟରେ ଆଦିବାସୀଙ୍କୁ ଘରଡିହ ପଟ୍ଟା ନ ମିଳିବା, ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟର ଉଚିତ ମୁଲ୍ୟ ନ ମିଳିବା, ସଂରକ୍ଷଣ ଆଇନ ଅନୁସାରେ ଆଦିବାସୀଙ୍କୁ ନିଯୁକ୍ତି ନମିଳିବା ପରି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଚିଠା ପ୍ରସ୍ତାବ ଆଗତ କରାଯିବ।

Related story