ଦଳୀୟ ପ୍ରଚାରରେ ମହିଳା ଏସଏଚଜିଙ୍କୁ ଉପଯୋଗ କରୁଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳା ସଶକ୍ତିକରଣ ଆଳରେ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିଜେଡିର କର୍ମୀ ଭଳି ଦଳୀୟ ପ୍ରଚାର ଓ ଆତ୍ମରକ୍ଷା କାର୍ଯ୍ୟରେ  ରାଜ୍ୟ ସରକାର ନିୟୋଜିତ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ରାଜ୍ୟ ବିଜେପି ମହିଳା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ଓଡ଼ିଶାରେ ମିଶନଶକ୍ତି ପଥଭ୍ରଷ୍ଟ ହୋଇଛି ବୋଲି କହିଛନ୍ତି । ମିଶନଶକ୍ତିର ଉଦ୍ଦେଶ୍ୟ ମହିଳାଙ୍କୁ […]

bjp

bjp

Ordigital Desk
  • Published: Thursday, 06 October 2022
  • Updated: 06 October 2022, 09:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳା ସଶକ୍ତିକରଣ ଆଳରେ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିଜେଡିର କର୍ମୀ ଭଳି ଦଳୀୟ ପ୍ରଚାର ଓ ଆତ୍ମରକ୍ଷା କାର୍ଯ୍ୟରେ  ରାଜ୍ୟ ସରକାର ନିୟୋଜିତ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ରାଜ୍ୟ ବିଜେପି ମହିଳା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ଓଡ଼ିଶାରେ ମିଶନଶକ୍ତି ପଥଭ୍ରଷ୍ଟ ହୋଇଛି ବୋଲି କହିଛନ୍ତି । ମିଶନଶକ୍ତିର ଉଦ୍ଦେଶ୍ୟ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ଦକ୍ଷତା, କ୍ଷମତା, ଆର୍ଥିକ ସ୍ୱଚ୍ଛଳ କରାଇବ । କିନ୍ତୁ ଓଡ଼ିଶାରେ ମହିଳା ଅସୁରକ୍ଷିତ ହେବା ସହ ମିଶନଶକ୍ତି ବି ପଥଭ୍ରଷ୍ଟ ହୋଇଛି ।

ବିଭିନ୍ନ ସମୟରେ ଶାସକ ବିଜେଡିର ଦଳୀୟ ସଭାସମିତି, ସରକାରୀ ସଭା ଓ ନିର୍ବାଚନ ସମୟରେ ମଧ୍ୟ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ବିଜେଡିର ଦଳୀୟ ରଙ୍ଗ ସବୁଜ ଶାଢ଼ି ପିନ୍ଧାଇ ଦଳୀୟ ପତାକା ଧରାଇ ଦଳୀୟ କର୍ମୀଭାବେ ତାଙ୍କୁ ବ୍ୟବହାର କରାଯାଉଥିବାର ଅନେକ ନଜିର ରହିଛି । ଏପରିକି ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ପଦାରେ ପଡ଼ିଯିବା ସମୟରେ ତଥା ଦୁଷ୍କର୍ମ, ହତ୍ୟା, ଅପରାଧ ଘଟଣାରେ ସଂପୃକ୍ତ ମନ୍ତ୍ରୀ, ବିଧାୟକମାନଙ୍କର ଅପରାଧ ଘଟଣାକୁ ଘଂଟ ଘୋଡ଼ାଇବା ପ୍ରାୟୋଜିତ ସଭାସମିତିରେ ସେମାନଙ୍କୁ ଛିଡ଼ା କରାଇବାକୁ ରାଜ୍ୟର ବିଜେଡଇ ସରକାର ପଛାଉ ନାହାନ୍ତି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କ ପାଇଁ କୌଣସି ୟୁନିଫର୍ମ ଶାଢ଼ି ବା ପୋଷାକ ପିନ୍ଧିବାର ବ୍ୟବସ୍ଥା ଦେଶର ଆଇନରେ ନଥିବାବେଳେ ସେମାନଙ୍କୁ ସବୁଜ ରଙ୍ଗର ଶାଢ଼ି ପିନ୍ଧେଇବା ପାଇଁ ଓଡ଼ିଶା ମିଶନ ଶକ୍ତିକୁ କିଏ ଅଧିକାର ଦେଲା ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ସ୍ୱୟଂ ସହାୟିକା ଗୋଷ୍ଠୀଙ୍କର ଦକ୍ଷତା ବିକାଶ ନିମନ୍ତେ ପ୍ରଶିକ୍ଷିଣ ଦିଆଯାଉନାହିଁ । ଅଥଚ ସେମାନଙ୍କୁ ମିଶନଶକ୍ତିର ସଭା ନାଁରେ ସରକାରୀ ଖର୍ଚ୍ଚରେ ସଭାକୁ ଡାକି ମନ୍ତ୍ରୀ, ବିଧାୟକମାନେ ତାଙ୍କ ସମ୍ମୁଖରେ ବିଜେଡିର ଗାଥା କେବଳ ଗାଉଛନ୍ତି । ଏହାଦ୍ୱାରା ସେମାନଙ୍କର କେଉଁ ଦକ୍ଷତାର ବିକାଶ ହେଉଛି ବୋଲି ରାଜ୍ୟ ସରକାର ସାଧାରଣରେ ଜବାବ ରଖିବା ପାଇଁ ଶ୍ରୀମତୀ ପଟ୍ଟନାୟକଙ୍କୁ ଆହ୍ୱାନ ଦେଇଛନ୍ତି ।

ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ମହିଳାଙ୍କୁ ସବୁଦିଗରୁ ସ୍ୱାବଲମ୍ବୀ ଓ ଦକ୍ଷ କରାଇବା ନିମନ୍ତେ କେନ୍ଦ୍ର ସରକାର ଅନେକ ଯୋଜନା ଓ ଅର୍ଥ ବ୍ୟବସ୍ଥା କରିଥିବାବେଳେ ଓଡ଼ିଶାରେ ରାଜ୍ୟ ସରକାର ମିଶନଶକ୍ତିକୁ ଅପବ୍ୟବହାର କରୁଛନ୍ତି । ମିଶନଶକ୍ତି ମାଧ୍ୟମରେ ପ୍ରଶାସନିକ ଚାପ ପ୍ରୟୋଗ କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଦଳୀୟ କାର୍ଯ୍ୟରେ ଲିପ୍ତ କରି ବିଜେଡି ନିଜର ସଭାସମିତିକୁ ସଶକ୍ତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅଗଣତାନ୍ତ୍ରିକ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଆସନ୍ତା ୮ ତାରିଖରେ ନିମାପଡ଼ାଠାରେ ମିଶନଶକ୍ତି ମାଧ୍ୟମରେ ମହିଳା ଏସଏଚଜିଙ୍କ ଏକ ସଭାର ଆୟୋଜନ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି । ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ବିବାଦୀୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଘଂଟ ଘୋଡ଼ାଇବା ନିମନ୍ତେ ତରବରିଆ ଭାବେ ଏହି ମହିଳା ସମାବେଶ କରାଯାଉଛି ଓ ସେଥିରେ ସାମିଲ ହେବାକୁ ମିଶନଶକ୍ତି ମହିଳା ଏସଏଚଜିମାନଙ୍କୁ ସରକାରୀ ଭାବେ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ରାଜନୀତିକ ଉଦ୍ଦେଶ୍ୟ ରଖି ଏଭଳି ସଭାସମିତିରୁ ଓଡ଼ିଶାର ମିଶନଶକ୍ତି ମହିଳାମାନଙ୍କୁ ଦୂରେଇ ରଖିବାକୁ ରାଜ୍ୟ ପଦକ୍ଷେପ ନନେଲେ ଭବିଷ୍ୟତରେ ଏହାର ପରିଣାମ ପାଇଁ ସରକାର ଦାୟୀ ରହିବେ ବୋଲି ଶ୍ରୀମତୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story