‘ବିଜୁବାବୁଙ୍କ କର୍ମଭୂମି କେନ୍ଦ୍ରାପଡ଼ାକୁ କଳଙ୍କିତ କରିଛନ୍ତି ଅନୁଭବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ପଟ୍ଟନାୟକଙ୍କ କର୍ମଭୂମି କେନ୍ଦ୍ରାପଡ଼ାର ସ୍ୱାଭିମାନ ଓ ଗୌରବକୁ ସାଂସଦ ଅନୁଭବ ମହାନ୍ତି କଳଙ୍କିତ କରିଛନ୍ତି ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦାବି କରିଛନ୍ତି। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଦ୍ୱାରା ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀତଙ୍କୁ ନିର୍ଯାତନା ଦିଆଯିବା ଘଟଣାରେ ଆଜି ମୁହଁ ଖୋଲି ଶ୍ରୀ ମହାପାତ୍ର କହିଛନ୍ତି ଯେ, ସାଂସଦ ଶ୍ରୀ ମହାନ୍ତିଙ୍କ କଳାକାରନାମା ସମ୍ବାଦପତ୍ରରେ ପ୍ରକାଶ ପାଇଛି। ଯାହାକୁ କେନ୍ଦ୍ରାପଡ଼ା ଓ ରାଜ୍ୟବାସୀଙ୍କ ମନରେ ଏକ […]

bijay

bijay

Tapas Behera
  • Published: Thursday, 10 September 2020
  • Updated: 10 September 2020, 08:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ପଟ୍ଟନାୟକଙ୍କ କର୍ମଭୂମି କେନ୍ଦ୍ରାପଡ଼ାର ସ୍ୱାଭିମାନ ଓ ଗୌରବକୁ ସାଂସଦ ଅନୁଭବ ମହାନ୍ତି କଳଙ୍କିତ କରିଛନ୍ତି ବୋଲି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦାବି କରିଛନ୍ତି।

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଦ୍ୱାରା ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀତଙ୍କୁ ନିର୍ଯାତନା ଦିଆଯିବା ଘଟଣାରେ ଆଜି ମୁହଁ ଖୋଲି ଶ୍ରୀ ମହାପାତ୍ର କହିଛନ୍ତି ଯେ, ସାଂସଦ ଶ୍ରୀ ମହାନ୍ତିଙ୍କ କଳାକାରନାମା ସମ୍ବାଦପତ୍ରରେ ପ୍ରକାଶ ପାଇଛି। ଯାହାକୁ କେନ୍ଦ୍ରାପଡ଼ା ଓ ରାଜ୍ୟବାସୀଙ୍କ ମନରେ ଏକ ଧାରଣା ସୃଷ୍ଟି ହୋଇଛି। କେନ୍ଦ୍ରାପଡ଼ା ଉପରେ ସେ ଯେଉଁ କଳାଦାଗ ଲଗାଇଛନ୍ତି ତାକୁ ଲିଭାଇବା ବହୁତ କଷ୍ଟ ହେବ। କେନ୍ଦ୍ରାପଡ଼ାର ପବିତ୍ର ମାଟିରୁ ସ୍ୱର୍ଗତ ବିଜୁ ପଟ୍ଟନାୟକ, ରବି ରାଏ, ସୁରେନ୍ଦ୍ର ମହାନ୍ତି, ସୁରେନ୍ଦ୍ର ଦ୍ୱିଦେବୀଙ୍କ ଭଳି ନେତା ସାଂସଦ ହୋଇଛନ୍ତି। ପରବର୍ତ୍ତୀ ସମୟରେ ଯେଉଁମାନେ ସାଂସଦ ହୋଇଛନ୍ତି ସେମାନଙ୍କ ସମ୍ପର୍କରେ କେବେ ଏଭଳି ଆଲୋଚନା ହୋଇନଥିଲା। କିନ୍ତୁ ବର୍ତ୍ତମାନର ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ କେନ୍ଦ୍ରାପଡ଼ା ମାଟିରେ କଳାଦାଗ ଲାଗିଲା। କେନ୍ଦ୍ରାପଡ଼ାର ସ୍ୱାଭିମାନ ଓ ଗୌରବ କଳଙ୍କିତ ହେଲା। ବ୍ୟକ୍ତିଗତ ଭାବେ ସେ ୪୦ବର୍ଷ ଧରି କେନ୍ଦ୍ରାପଡ଼ାର ରାଜନୀତି ସହ ଜଡ଼ିତ ଥିବା ନେଇ ଗର୍ବ କରନ୍ତି କିନ୍ତୁ ଏହି ଘଟଣା ତାଙ୍କୁ ଦୁଃଖିତ ଓ ମର୍ମାହତ କରିଛି । ତାଙ୍କ ମୁହଁ ଲାଜରେ ତଳକୁ ନଇଁ ଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାରିବାରିକ ସମସ୍ୟା ଭିନ୍ନ କଥା। କିନ୍ତୁ ଅନୁଭବଙ୍କ ଯୋଗୁ ରାଜନୀତିକସ୍ତରରେ କେନ୍ଦ୍ରାପଡ଼ାର ସ୍ୱାଭିମାନ କ୍ଷତିଗ୍ରସ୍ତ ହେବାରେ ଲାଗିଛି। ଏହାକୁ କେନ୍ଦ୍ରାପଡ଼ାବାସୀ କଦାପି ବରଦାସ୍ତ କରିବେ ନାହିଁ। କେନ୍ଦ୍ରାପଡ଼ାର ପ୍ରାଣପ୍ରତିଷ୍ଠାତା ହେଉଛନ୍ତି ବିଜୁ ପଟ୍ଟନାୟକ। କେନ୍ଦ୍ରାପଡ଼ା ତାଙ୍କର କର୍ମଭୂମି ଥିଲା। ତେଣୁ କେନ୍ଦ୍ରାପଡ଼ାର ମାନସମ୍ମାନକୁ ଉଜ୍ଜୀବିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ହାଲକା ଭାବେ ନନେଇ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story