ଆଉ କେତେଦିନ ନିଜ ପିଠି ନିଜେ ଥାପୁଡ଼ାଇବ ବିଜେଡି: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀବେଳେ ରାଜ୍ୟରେ ମନରେଗା ଯୋଜନା କାମରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଜବାବ ନରଖି ଶାସକ ବିଜେଡି କେବଳ ଲୋକଙ୍କୁ ଭ୍ରମିତ କରିବାରେ ଲାଗିଛି ବୋଲି ବିଜେପି ଅଭିଯୋଗ କରିଛି। ଆଉ କେତେଦିନ ଯାଏ ନିଜ ପିଠି ନିଜେ ବିଜେଡି ଥାପୁଡ଼ାଇବ ବୋଲି ବିଜେପି ପ୍ରଶ୍ନ କରିଛି। ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ ମନରେଗା କାମରେ ବ୍ୟାପକ ଅନିୟମିତତା ଓ […]

golaka

golaka

Manoranjan Sial
  • Published: Tuesday, 28 July 2020
  • Updated: 28 July 2020, 09:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀବେଳେ ରାଜ୍ୟରେ ମନରେଗା ଯୋଜନା କାମରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଜବାବ ନରଖି ଶାସକ ବିଜେଡି କେବଳ ଲୋକଙ୍କୁ ଭ୍ରମିତ କରିବାରେ ଲାଗିଛି ବୋଲି ବିଜେପି ଅଭିଯୋଗ କରିଛି। ଆଉ କେତେଦିନ ଯାଏ ନିଜ ପିଠି ନିଜେ ବିଜେଡି ଥାପୁଡ଼ାଇବ ବୋଲି ବିଜେପି ପ୍ରଶ୍ନ କରିଛି।

ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ ମନରେଗା କାମରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେବାର ପ୍ରମାଣ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେଉଛି। ଅନେକ ସ୍ଥାନରେ ମଣିଷ ବଦଳରେ ମେସିନ ଦ୍ୱାରା କାମ କରାଯାଉଛି। ପ୍ରକୃତ ହିତାଧିକାରୀ ଏହାର ଲାଭ ନେଇପାରୁ ନାହାଁନ୍ତି। ଏ ସଂପର୍କିତ ଖବର ଓ ଭିଡିଓ ସବୁ ଟିଭି ଚ୍ୟାନେଲ ଏବଂ ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି। ମନରେଗା ଦୁର୍ନୀତି ସଂପର୍କିତ ଏସବୁ ଖବର ବୋଧେ ଶାସକ ଦଳର ମୁଖପାତ୍ର ପଢୁନାହାଁନ୍ତି ଅବା ଏଗୁଡ଼ିକୁ ଜାଣିଶୁଣି ଅଣଦେଖା କରୁଛନ୍ତି। ବିଜେଡିକୁ ଶ୍ରୀ ମହାପାତ୍ର କଡ଼ା ସମାଲୋଚନା କରିବା ସହ ବିରୋଧୀଙ୍କ ପ୍ରଶ୍ନର ଉତର ନଦେଇ ନିଜ ପିଠିକୁ ଆଉ କେତେ ଦିନଯାଏ ଏମିତି ଥାପୁଡାଇ ଚାଲିଥିବେ ବୋଲି ପ୍ରଶ୍ନ କରିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ହାଟଡିହି ବ୍ଲକର ସାଲାରିଆ ଗ୍ରାମପଂଚାୟତ, ଖଲ୍ଲିକୋଟ ବ୍ଲକର କୋମଣ୍ଡ ଓ ବାକୁଟ ଗ୍ରାମପଂଚାୟତ, ରଣପୁର ବ୍ଲକର ଗୋପାଳପୁର ପଂଚାୟତରେ ମନରେଗା ଦୁର୍ନୀତି ହୋଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା। କିନ୍ତୁ ନିର୍ଦ୍ଦିଷ୍ଟ ଏ ପ୍ରଶ୍ନର ଉତ୍ତର ନଦେଇ ଶାସକ ଦଳର ମୁଖପାତ୍ର ନିଜର ଅପାରଗତା ଲୁଚାଇବାକୁ ଯାଇ ବିଭିନ୍ନ ଆଳ ଦେଖାଇ ଶେଷରେ ରାଜନୀତି ନକରିବା ପାଇଁ କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକା ଯଦି ସତସାହାସ ଅଛି ତେବେ ବିଜେପି ପଚାରିଥିବା ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ରଖନ୍ତୁ। ମନରେଗା କାର୍ଯ୍ୟ ଚାଲିଥିବାବେଳେ କିଏ କାହାକୁ ପୁରସ୍କାର ଦେଲା। କୋଭିଡର ଆଳ ଦେଖାଇ ଏବେ କୋଟି କୋଟି ଟଙ୍କା ହଡ଼ପ କରିବା ପାଇଁ ଶାସକ ବିଜେଡି ବିଧିବଦ୍ଧ ଯୋଜନା କରୁଛି। ରାଜ୍ୟବାସୀଙ୍କୁ ଭ୍ରମିତ ନକରି ମନରେଗାରେ ଦୁର୍ନୀତି ହୋଇଛି କି ନାହିଁ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story