ନବୀନ ସରକାର ଲୋକଙ୍କୁ ବିଭ୍ରାନ୍ତ କରୁଛି: ପ୍ରତାପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତିରେ ଉବୁଡୁବୁ ହେଉଛନ୍ତି ରାଜ୍ୟ ସରକାର। ଦୀର୍ଘବର୍ଷ ହେଲା ଶାସନ କରୁଛନ୍ତି। ହେଲେ କିଭଳି ଭାବେ ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ସାଧାରଣ ଲୋକେ ସହ୍ୟ କରି ଆସିଛନ୍ତି ତାହା ଆଶ୍ଚର୍ଯ୍ୟଜନକ। ନବୀନ ସରକାର ବିରୋଧରେ ଏପରି କିଛି କଟୁ ମନ୍ତବ୍ୟ ଦେଇଛନ୍ତି  ବିଜେପିର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ।

ସେ କହିଛନ୍ତି,“ ଏଥିପାଇଁ ମୁଁ ନିଜକୁ ଦାୟୀ କରିବା ସହ ନିଜ ଦଳକୁ ମଧ୍ୟ ଦାୟୀ କରୁଛି।  ବିଜେପି ବିକଳ୍ପ ଉପସ୍ଥାପିତ କରି ପାରି ନଥିବାରୁ ଆଜି ନବୀନ ସରକାର ଲୋକଙ୍କୁ ବିଭ୍ରାନ୍ତ କରି କ୍ଷମତାରେ ରହି ଆସିଛି।”

ପ୍ରତାପଙ୍କ ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ ମତ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ବିଜେପି ଏକ ମାତ୍ର ହିଁ ବିକଳ୍ପ ଦଳ, ଯିଏ କି ନିଜକୁ ପ୍ରସ୍ତୁତ କରି ଠିଆ ହୋଇଛି।

Ordigital Desk
• Published: Monday, 14 May 2018
• Updated: 14 May 2018, 09:03 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତିରେ ଉବୁଡୁବୁ ହେଉଛନ୍ତି ରାଜ୍ୟ ସରକାର। ଦୀର୍ଘବର୍ଷ ହେଲା ଶାସନ କରୁଛନ୍ତି। ହେଲେ କିଭଳି ଭାବେ ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ସାଧାରଣ ଲୋକେ ସହ୍ୟ କରି ଆସିଛନ୍ତି ତାହା ଆଶ୍ଚର୍ଯ୍ୟଜନକ। ନବୀନ ସରକାର ବିରୋଧରେ ଏପରି କିଛି କଟୁ ମନ୍ତବ୍ୟ ଦେଇଛନ୍ତି  ବିଜେପିର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ।

ସେ କହିଛନ୍ତି,“ ଏଥିପାଇଁ ମୁଁ ନିଜକୁ ଦାୟୀ କରିବା ସହ ନିଜ ଦଳକୁ ମଧ୍ୟ ଦାୟୀ କରୁଛି।  ବିଜେପି ବିକଳ୍ପ ଉପସ୍ଥାପିତ କରି ପାରି ନଥିବାରୁ ଆଜି ନବୀନ ସରକାର ଲୋକଙ୍କୁ ବିଭ୍ରାନ୍ତ କରି କ୍ଷମତାରେ ରହି ଆସିଛି।”

ପ୍ରତାପଙ୍କ ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ ମତ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ବିଜେପି ଏକ ମାତ୍ର ହିଁ ବିକଳ୍ପ ଦଳ, ଯିଏ କି ନିଜକୁ ପ୍ରସ୍ତୁତ କରି ଠିଆ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos