ରାଜ୍ୟ ବିଜେପିରେ କିଏ ହେବେ ପରବର୍ତ୍ତୀ ସଭାପତି; ଚାଲିଛି କସରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ବିଜେପିରେ କିଏ ହେବେ ପରବର୍ତ୍ତୀ ସଭାପତି ? କାହାକୁ ମିଳିବ ରାଜ୍ୟ ସଭାପତି ଦାୟିତ୍ୱ ? ତାକୁ ନେଇ ଆରମ୍ଭ ହୋଇଛି କସରତ। ଏନେଇ ଆଜି ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ ଓ ରାଷ୍ଟ୍ରୀୟ ସମ୍ପାଦକ ଆର୍.ପି ସିଂ। ରାଜ୍ୟର ପ୍ରମୁଖ ବିଜେପି ନେତାଙ୍କ ସହ ଆଲୋଚନା କରି ଆଜି ମତାମତ ସଂଗ୍ରହ କରାଯିବ। ଏହାପରେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଓ […]

bjp00

Tapaswini Nayak
  • Published: Tuesday, 31 December 2019
  • , Updated: 31 December 2019, 02:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ବିଜେପିରେ କିଏ ହେବେ ପରବର୍ତ୍ତୀ ସଭାପତି ? କାହାକୁ ମିଳିବ ରାଜ୍ୟ ସଭାପତି ଦାୟିତ୍ୱ ? ତାକୁ ନେଇ ଆରମ୍ଭ ହୋଇଛି କସରତ। ଏନେଇ ଆଜି ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ ଓ ରାଷ୍ଟ୍ରୀୟ ସମ୍ପାଦକ ଆର୍.ପି ସିଂ।

ରାଜ୍ୟର ପ୍ରମୁଖ ବିଜେପି ନେତାଙ୍କ ସହ ଆଲୋଚନା କରି ଆଜି ମତାମତ ସଂଗ୍ରହ କରାଯିବ। ଏହାପରେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଓ ରାଜୀବ ପ୍ରତାପ ରୁଡ୍ଡୀ ଆସି ଏହାର ସମୀକ୍ଷା କରିବେ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି ସଭାପତି ନିର୍ବାଚନ ହେବ।

Related story