କଂଗ୍ରେସରେ ମିଶିଲେ ବହୁ ବିଜେପି କର୍ମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ୫୦ରୁ ଅଧିକ ବିଜେପି କର୍ମୀ ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି।ପୂର୍ବତନ ବିଜେପି ସଂଗଠିକା ସୁଭଦ୍ରା ମିଶ୍ର ଓ ଅଶୋକ କୁମାର ସାହୁଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ ଆଜି କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ । ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ସେମାନଙ୍କ ଯୋଗଦାନ କଂଗ୍ରେସ […]

congress

congress

Manoranjan Sial
  • Published: Saturday, 21 December 2019
  • Updated: 21 December 2019, 10:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ୫୦ରୁ ଅଧିକ ବିଜେପି କର୍ମୀ ଆଜି ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି।ପୂର୍ବତନ ବିଜେପି ସଂଗଠିକା ସୁଭଦ୍ରା ମିଶ୍ର ଓ ଅଶୋକ କୁମାର ସାହୁଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ ଆଜି କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ । ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ସେମାନଙ୍କ ଯୋଗଦାନ କଂଗ୍ରେସ ଦଳକୁ ଅଧିକ ମଜବୁତ କରିବ ବୋଲି କହିଥିଲେ।

ସେହିପରି ଦଳରେ ସାମିଲ ହେବାପରେ ଶ୍ରୀମତୀ ମିଶ୍ର, ଶ୍ରୀ ସାହୁ ଓ ଉର୍ମିଳା ମହାରଣା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ କଂଗ୍ରେସ ଦଳର ନୀତି,ଆଦର୍ଶରେ ଅନୁପ୍ରାଣିତ ହୋଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ସେମାନେ କଂଗ୍ରେସରେ ଯୋଗଦାନ କରିଛନ୍ତି। ଦଳ ସେମାନଙ୍କୁ ଯେଉଁ ଦାୟିତ୍ୱ ଦେବ ସେମାନେ ନିଷ୍ଠାର ସହ ପାଳନ କରିବେ। ସେମାନଙ୍କ ସହ ଦୀପକ କୁମାର ମିଶ୍ର, ମିଥୁନ କୁମାର ପରିଚ୍ଛା, କାହ୍ନୁଚରଣ ନାୟକ, ବଳରାମ ସ୍ୱାଇଁ, ବିଭୂତି ପ୍ରଧାନ, ଚିଣ୍ଟୁ ଆଚାରୀ, ସୁନିତା ପାଣି, ଆରୋହୀ ଅଜିତା, ଅନସୂୟା ମଲ୍ଲିକ, ଶାନ୍ତି ଖଟୁଆ, ମଞ୍ଜୁଲତା ଖଟୁଆ,ହେମ ରାଓ, ମାନସୀ ସ୍ୱାଇଁ, ସ୍ୱାଗତିକା ନାୟକ, ପ୍ରୀତି ପାଣି, ଗୀତାଞ୍ଜଳି ପଣ୍ଡା ଓ ପ୍ରତିମା ସ୍ୱାଇଁ ପ୍ରମୁଖ ବିଜେପି କର୍ମୀମାନେ କଂଗ୍ରେସରେ ଯୋଗ ଦେଇଥିଲେ।

ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ତଥା ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ,ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଶ୍ୱଜିତ୍ ଦାସ, ରଶ୍ମି ମହାପାତ୍ର, ବନ୍ଦିତା ପରିଡ଼ା, ରଜନୀ କୁମାର ମହାନ୍ତି,ବିସ୍ମୟ ମହାପାତ୍ର, ରସିକଚାନ୍ଦ ପଟ୍ଟନାୟକ, ମାନସ ଆଚାର୍ଯ୍ୟ, ସତ୍ୟସ୍ମିତ ମହାନ୍ତି, ସୁଭଶ୍ରୀ ପଣ୍ଡା,କୁସୁମ ପ୍ରଧାନ, ଶ୍ରୀୟାସ୍ମିତା ପଣ୍ଡା, ଦିପ୍ତିରାଣୀ ପ୍ରଧାନ, କୈଳାସ ସାହୁ, ଜ୍ଞାନ ପଟ୍ଟନାୟକ, ନିରୁପମା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story