ନବୀନ ନିବାସକୁ ଧସେଇ ପଶିବାକୁ ବିଜେପି କର୍ମୀଙ୍କ ଉଦ୍ୟମ

Ordigital Desk
  • Published: Monday, 05 February 2018
  • , Updated: 05 February 2018, 02:20 PM IST
<p>ଭୁବନେଶ୍ୱର: କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି କରିଛି ଜୋରଦାର ବିରୋଧ। ଆଜି ଭୁବନେଶ୍ୱରରେ ଦଳୀୟ ନେତା ଓ କର୍ମୀ ଏକ ବିରାଟ ରାଲି ଆୟୋଜନ କରିଥିଲେ। ଏହି ରାଲି ରାମ ମନ୍ଦିର ଛକରୁ ବାହାରି ନବୀନ ନିବାସ ଅଭିମୁଖେ ଯାଇଥିଲା। ବିଜେପିର କର୍ମୀ ଓ ନେତା ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ ନବୀନ ନିବାସ ସାମ୍ନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ କିଛି ବିଜେପି କର୍ମୀଙ୍କୁ ନେଇ ଥାନାରେ ଅଟକ ରଖିଛି।</p>

Related story